ଆବାସ କେଲେଙ୍କାରୀ ନେଇ ବିଜେପିର ଆରଡିସି ଅଫିସ ଘେରାଉ
https://www.youtube.com/watch?v=pEegjDVF1Ac
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ; ବିଜେପି ଗର୍ଜିଲା ପଶ୍ଚିମ ଓଡିଶାରେ। ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ଅବହେଲା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ କରିଛନ୍ତି । ଏହାକୁ ନେଇ ସମ୍ବଲପୁର ଆରଡିସି ଅଫିସ ସମ୍ମୁଖରେ ବିଜେପି…