ପାଟଣାଗଡ଼ ଉପଖଣ୍ଡ ଚାଷୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ସାର ମିଳୁନି, ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )-ଆଜି ଚାଷୀ ପାଇଁ ମାନବ ସମାଜର ସତ୍ତା ତିଷ୍ଠି ରହିଛି କହିଲେ କିଛି ଭୁଲ ହେବନି!ହେଲେ ପାଟଣାଗଡ଼ ଉପଖଣ୍ଡର ଚାଷୀ ମାନଙ୍କ ଚାଷ କାର୍ଯ୍ୟ ପାଇଁ ଯେତିକି ପରିମାଣର ସାରର ଆବଶ୍ୟକତା ଅଛି ସେତିକି ପରିମାଣର ସାର ମିଳୁନଥିବାରୁ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି…