ଦରବୃଦ୍ଧି ଓ ଚାଷୀମାନଙ୍କର ସମସ୍ୟାକୁ ନେଇ କଂଗ୍ରେସ ତରଫରୁ ବ୍ଲକ ସମ୍ମୁଖରେ ଧାରଣା

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସମ୍ମୁଖରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆ ଯାଇଥିଲା । କୋବିଡ଼ କଟକଣା କୁ ପାଳନ କରି ଅଳ୍ପ କିଛି କର୍ମୀ ଙ୍କୁ ନେଇ ଦଳ ତରଫରୁ ଏହି ଧାରଣା ପ୍ରଦର୍ଶନ କରାଯାଇଥିଲା ।   ପ୍ରାପ୍ତ ସୂଚନା ଅନୁସାରେ…

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ରକ୍ତଦାନ କଲେ ମହିଳା

ଭୁବନେଶ୍ୱର :  କରୋନା ମହାମାରୀ  ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ  ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯…

ରାସ୍ତା ପାର୍ଶ୍ବ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ ଉତ୍ତର ବିଧାୟକ

ଭୁବନେଶ୍ୱର : ୱାର୍ଡ ନଂ - ୧ ଅନ୍ତର୍ଗତ ପ୍ରଶାନ୍ତି ବିହାର କଲୋନୀରେ ୨୫,୬୭,୮୭୯ ଟଙ୍କା ଅଟକଳ ମୂଲ୍ୟର ମୁଖ୍ୟ ରାସ୍ତା ପାର୍ଶ୍ୱର ଉର୍ଣ୍ଣତି କରଣ ନିମନ୍ତେ ଆଜି ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର ଦ୍ୱାରା ଉଦ୍ଘାଟନ କରାଯାଇଥିଲା,  ଏହି କାର୍ଯ୍ୟକ୍ରମ ରେ ୱାର୍ଡ ନଂ-୨ର ପୂର୍ବତନ…

“ନିୟମଗିରି ଅଞ୍ଚଳରେ ଗୋଟିଏ ଜାତି ବର୍ଗକୁ  କରାଯାଉଛି ଅଣଦେଖା”

ଅଭିଯୋଗ କରି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଵୈଠକ ଅନୁଷ୍ଠିତ। କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା  ଜିଲ୍ଲାର ନିୟମଗିରି ଅଞ୍ଚଳର ପାର୍ସାଲି ପଞ୍ଚାୟତ ଅଧିନରେ ଅନେକ ଦିନରୁ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବସବାସ କରି ଆସୁଛନ୍ତି। ନିୟମଗିରି ପାହାଡ଼ ଅଞ୍ଚଳରେ ଏଇ ଅଧିବାସୀ ମାନେ…

ନିର୍ମାଣଧିନ ସିଏନଆଇ ଚର୍ଚ୍ଚ ପରିଦର୍ଶନ କଲେ ଯୁବନେତା ଅର୍କେଶ

ଭୁବନେଶ୍ୱର (ନିରୋଜ ମିଶ୍ର) : ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନରେ ନିର୍ମାଣଧିନ ଥିବା ସିଏନଆଇ ଚର୍ଚ୍ଚକୁ ପରିଦର୍ଶନ କଲେ ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ । ସୂଚନାଯୋଗ୍ୟ ଯେ ଗତ ଫେବୃୟାରୀ ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ…

ଚର୍ଚ୍ଚାରେ ଚଣ୍ଡିଖୋଲ ଆର୍ ଟି ଓ, ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି

ଚଣ୍ଡିଖୋଲରୁ ପ୍ରଫୁଲ ସାହୁ :ଅତୀତରେ ଭୂତଗାଡି କେଳାଙ୍କlରିରେ ଉବୁ ଟୁବୁ ଚଣ୍ଡିଖୋଲ ଆର୍ ଟି ଓ, ସାରାରଜ୍ୟରେ ବହୁ ଦୁର୍ନାମ ସାଉଁଟି ଥିବା ବେଳେ,ଏବେ ଏହାର ତଦନ୍ତ କେଉଁ ଦିଗରେ ବୋଲି ଥୋକାଏ ଫୁସୁରୁ ଫାଶୁରୁ ହେଉଛନ୍ତି | ଆଉ ଥୋକାଏଙ୍କ  ଅଭିଯୋଗ ଅନୁଯାୟୀ , ଦିନଦିପହରେ ରାଜରାସ୍ତାରେ ଲଘୁ…

ଶିଳ୍ପାୟନର ସାଇଡ ଏଫେକ୍ଟ: ଏମାନଙ୍କର ଶେଷ ଯାତ୍ରା କଂସେଇ ଖାନା !!

ସରକାରଙ୍କ ପ୍ରୋତ୍ସାହନର ଅଭାବ ସହ ସଚେତନତାର ଅଭାବ ଯୋଗୁଁ ଲୋପ ପାଇବ ଗୋ ବଂଶ  ସମ୍ବଲପୁର -ରମାକାନ୍ତ ବିଶ୍ବାଳ :  ଆଉ କିଛିଦିନ ପରେ ବିଲରେ ଧାନ ଉଠିବ ସବୁଜ ଧାନକୁ ଦେଖି ନିରିହ ଗାଈଗୋରୁ ମାନେ ବିଲରେ ପଶି ଖାଇବା ଆରମ୍ଭ କଲେ ଗୋରୁଗାଈଙ୍କୁ କଂସେଇ ଖାନାକୁ ନେଇଯାଉଥିବା ଦଲାଲ ମାନଙ୍କ…

ନରମିଲା ସମ୍ବଲପୁର ପୋଲିସ:ଗୋହତ୍ୟା ବିରୋଧରେ ମାନବ ଶୄଙ୍ଖଲ ସ୍ଥଗିତ

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ :  ହନୁମାନ ଜୟନ୍ତି ସମନ୍ନୟ ସମିତିର ଦାବିକୁ ଗୁରୁତ୍ୱ ଦେଇଛି  ସମ୍ବଲପୁର ପୋଲିସ ପ୍ରଶାସନ । ସହରରେ ଆଗକୁ ଆଉ ଗୋହତ୍ୟା ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ସମ୍ବଲପୁର ଜିଲ୍ଲା ପୋଲିସ ମୁଖିଆ । ତେଣୁ  ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ସମ୍ବଲପୁର…

ଜିଲ୍ଲା ପର୍ଯବେକ୍ଷକଙ୍କର ଜିଲ୍ଲା ପରିଦର୍ଶନ :ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା

ବରଗଡ :- ପ୍ରଥମ ଥର କରି ବିଜୁ ଜନତା ଦଳ ର ବରଗଡ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ଓଡିଶା ସରକାରଙ୍କ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରି ଓ ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର ସାମଲଙ୍କୁ  ବରଗଡ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ୱାଗତ ସମ୍ବର୍ଧନା…

ଜୁଲାଇ ୧୯ରେ  ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କରିବେ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରଥମ…

SUBARNAREKHA ପ୍ରଥମ ପର୍ଯ୍ୟାୟରେ  ବାରିପଦା, ବେତନଟୀ,ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗ୍ରାମର ୧୫,୩୫୯ ହେକ୍ଟର ଜମିକୁ ମିଳିବ ଜଳସେଚନର ସୁବିଧା ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୧୯ରେ  ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କରିବେ ବହୁ ପ୍ରତିକ୍ଷିତ…