ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀଙ୍କ ସେବା ଅତୁଳନୀୟ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସ୍ଥିତ ଚାଟିକଣା ପଂଚାୟତ ଅନ୍ତର୍ଗତ ସ୍ଥାନୀୟ ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀ ପ୍ରମୋଦ କୁମାର ଦାଶଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଆଜି ବହୁତ ଖୁସି ଅନୁଭବ କରୁଛନ୍ତି ।ଗତ ତିନି ଦଶନ୍ଧି ରୁ ଉର୍ଦ୍ଧ୍ବ ଦିନ ଧରି…