ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଧନ୍ୟବାଦ ସଭା l
ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ରେସିଡେନ୍ସି ପିରିୟଡ଼କୁ 2 ବର୍ଷରୁ ଏକ ବର୍ଷ ଏବଂ ଏକ ବର୍ଷରୁ 6 ମାସ ଘୋଷଣା କରିଥିବାରୁ ପ୍ରାଥମିକ ଶିକ୍ଷକ ମାନଙ୍କର ଅନେକ ଦିନର ଦାବିକୁ ଗୁରୁତ୍ୱ ଦେଇ ନୂଆ ନିୟମ ଜାରି କରିଥିବାରୁ ଶିକ୍ଷକ /ଶିକ୍ଷୟତ୍ରୀ ମହଲରେ…