ଅନ୍ଧ ବିଶ୍ୱାସ ଦୂର ପାଇଁ ପ୍ରଶାସନର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ ନମ୍ବର-୧ ଏବଂ ୱାର୍ଡ ନମ୍ବର-୨ରେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଠାରୁ ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ୱାର୍ଡ ନମ୍ବର-୧ ସ୍ଥିତ…

ସମରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି । ପାଦରେ ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ…

ସୋଆ ରେଡିଓ ଜକି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଆୱାର୍ଡରେ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ କମନ ୱେଲଥ ଏଜୁକେସନାଲ ମିଡିଆ ସେଂଟର୍ ଫର୍ ଏସିଆ (ସିଇଏମସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନଶୋଲେସନ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୋଆ ରେଡିଓ ୯୦.୪ ର ରେଡିଓ ଜକି ମାନଙ୍କ…

ଜଗଦଲପୁର ରେ ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ ଗଲା।

ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ କୁ ଆଉ ଏକ ବଡ଼ ସଫଳତା ମିଳିଛି।ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଆଜି ପୁଣି ଏକ ଗଞ୍ଜେଇ ଚାଲାଣକାରୀ ଙ୍କୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭କେଜି୨୦୦ଗ୍ରାମ ଗଞ୍ଜେଇ ଜବତ କରିଛି।ଜଗଦଲପୁର…

ଆଶୀର୍ବାଦ: ଅନାଥ ପିଲାଙ୍କୁ ଆପଣାଇଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ୨୦୧୫ ରେ ମାଆ ଶ୍ରୀମତି ସବିତା ପାପ୍ପୁରେଡିକୁ ହରାଇ ଏବଂ ବର୍ତ୍ତମାନ ବାପା ଶ୍ରୀଯୁକ୍ତ ତୋଫାନ୍ ପାପ୍ପୁରେଡିଙ୍କୁ ହରାଇ ଅନାଥ ହୋଇଥିବା ଦୁଇଟି ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି…

ତିନି ଦଫା ଦାବି ନେଇ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ଦେଲା ଭଞ୍ଜସେନା

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୬ ଭଞ୍ଜସେନାର ବାରିପଦା ସହର ଶାଖା ପକ୍ଷରୁ ସଭାପତି ପ୍ରୀତମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାରିପଦା ମ୍ୟୁନିସିପାଲିଟି ନିର୍ବାହ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସଙ୍କୁ ଭେଟି ବାରିପଦା ସହରରେ ଲଗାଯାଇଥିବା…

ବାରିପଦା ମ୍ୟୁନିସିପାଲିଟିର ଚରମ ଅବହେଳା :ବିପଦଶଙ୍କୁଳ ଅବସ୍ଥାରେ ମଧୁବନ ମିନି ଷ୍ଟାଡିୟମ।

  ବାରିପଦା - (ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଡର ଚରମ ଅବହେଳା ଓ ଆନ୍ତରିକତାର ଅଭାବରୁ ପରିତ୍ୟକ୍ତ ଓ ବିପଦ ସଂକୁଳ ଅବସ୍ଥାରେ ଐତିହାସିକ ମଧୁବନ ମିନି ଷ୍ଟାଡିୟମ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ଷ୍ଟାଡିୟମକୁ ପ୍ରାତଃ ଭ୍ରମଣ ପାଇଁ ଆସିଥାନ୍ତି। ବିଭିନ୍ନ…

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଗୁରୁବାର ଦିନ ଅନଲାଇନ ମାଧ୍ୟମରେ ନାବାଳିକା ମାତୃତ୍ୱ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ନିର୍ଦେଶ…

ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପଦ୍ମପୁର ପୋଲିସ ।

୫୦ କେଜି ଗଞ୍ଜେଇ ସହ ଜଣେ ଗିରଫ ,ଦୁଇ ଫେରାର । ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଦିନକୁ ଦିନ ନିଶାଦ୍ରବ୍ୟ ଚାଲାଣ ବଢିବାରେ ଲାଗିଛି। ବୁଡେନ ଥାନା ଅଞ୍ଚଳରୁ ପଦ୍ମପୁର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଆଇ ରବିନ୍ଦ୍ର କୁମାର ହେମ୍ରମଙ୍କ…

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) -କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍‍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ…