ବଜ୍ରପାତରେ ସ୍କୁଟି ଆରୋହୀ ମୃତ, ଇଲେକ୍ଟ୍ରିକ ସ୍କୁଟି ରେ ଯାଉଥିବା ବେଳେ ହୋଇଥିଲା ବଜ୍ରାଘାତ

ଜଳେଶ୍ବର : ଜଳେଶ୍ବର ଥାନା ଅନ୍ତର୍ଗତ 16 ନଂ ଜାତୀୟ ରାଜପଥ ରାଜଘାଟ ନିକଟରେ ଘଟିଛି ଅଘଟଣ, ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଅଞ୍ଚଳର ଉଦୟ ନାରାୟଣ ମିଶ୍ର ଇଲେକ୍ଟ୍ରିକ ସ୍କୁଟି ଯୋଗେ ଭେଲୋରା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ତାଙ୍କ ପୁଅକୁ ଆଣିବା ପାଇଁ ଯାଇଥିବା ବେଳେ ରାଜଘାଟ

ନୁଆଁଖାଇ ପାଇଁ ୩ ଦିନ ଛୁଟି, କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ବଲାଙ୍ଗିର,୦୮/୯ - ନୁଆଁଖାଇ ପାଇଁ ପଶ୍ଚିମ ଓଡିଶା ସାରା ଚଳଚଞ୍ଚଳ ହେଉଥିବା ବେଳେ, ଆଉ କିଛି ଦିନ ପରେ ନୁଆଁଖାଇ ପାଳିତ ହେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିମ୍ନ ରେ ଦାବି ଉପସ୍ଥାପନ କରିଛନ୍ତି । ପାଟଣା ରାଜ୍ୟର

ପାଲକଷଣ୍ଢାର ନିଆରା କୃଷିଭିତ୍ତିକ ପରମ୍ପରା ‘ନଳ ଯାତ୍ରା’

ବାଉଁଶ ନଳରେ ବିରାଜନ୍ତି ତିନି ଠାକୁରାଣୀ, ଗ୍ରାମର ମଙ୍ଗଳ ଓ ଭଲ ଫସଲ ପାଇଁ ଅନନ୍ୟ ପରମ୍ପରା ବେଲଗୁଣ୍ଠା,୦୮/୦୯,-(ଶିବରାମ ଚୌଧୁରୀ )-ଆଧୁନିକତାର ପ୍ରଭାବରେ ଅନେକ ପ୍ରାଚୀନ ଲୋକପରମ୍ପରା ଲୁପ୍ତ ହେବାକୁ ବସିଥିବାବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ର ପାଲକଷଣ୍ଢା ଗ୍ରାମ ଆଜି ମଧ୍ୟ

ବେଲଗୁଣ୍ଠାରେ ବର୍ଦ୍ଧିତ ହୋଲଡିଂ ଟାକ୍ସ ବିରୋଧରେ ଗର୍ଜିଲା ବଣିକ ସଙ୍ଘ

ଏନଏସି ସମ୍ମୁଖରେ ଧାରଣା, ସାତ ଦିନର ମହଲତ ମାଗିଲେ ନିର୍ବାହୀ ଅଧିକାରୀ ବେଲଗୁଣ୍ଠା-୮/୯-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପୂର୍ବ ତୁଳନାରେ ବହୁ ଗୁଣରେ ଅପ୍ରତ୍ୟାଶିତ ହୋଲଡିଂ ଟାକ୍ସ ଓ ଦୋକାନ ଘର ଭଡା ବୃଦ୍ଧି ପ୍ରତିବାଦରେ ଆଜି ସହରରେ ଆନ୍ଦୋଳନାତ୍ମକ

ଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଓ କାର୍ଯ୍ୟ ନିର୍ବାହ ପନ୍ଥା ନେଇ ଆଲୋଚନାଚକ୍ର

ବେଲଗୁଣ୍ଠା:8/9/26-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ପକ୍ଷରୁ ଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ବିକାଶ, ବୃତ୍ତି ଚୟନ, ସୁରକ୍ଷା ଓ କାର୍ଯ୍ୟ ନିର୍ବାହ ପନ୍ଥା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ

ନୀଳଗିରୀ ବ୍ଲକ୍ ସ୍ତରୀୟ ୧୫ତମ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନୀଳଗିରି ତା ୦୮/୦୯: ଅଦ୍ୟ ସକାଳ୮ ଘଟିକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ୧୫ ତମ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଜିଲ୍ଲା ସାମାଜିକ

ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।

ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଜାତୀୟ ରାଜପଥ ଓ ମାର୍କୋଣା ରେଲୱେ କଲୋନୀ ଓ ନିଶ୍ଚନ୍ତା ଗ୍ରାମରେ

ପଦ୍ମପୁର ସମବାୟ ବ୍ୟାଙ୍କ ପରିଚାଳକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି। ପଦ୍ମପୁର: ପଦ୍ମପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଯୋଗେଶ୍ୱର ସାହୁଙ୍କ ବିରୋଧରେ ଜଣେ ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ଅସୌଜନ୍ୟମୂଳକ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ଗ୍ରାହକ ସେବାରେ ଅବହେଳା କରାଯାଇଥିବା ନେଇ ମଧ୍ୟ ଅଭିଯୋଗକାରୀ

ଭୋଟର ତାଲିକା ଜାଲିଆତି ଅଭିଯୋଗ: ବିଜେଡିର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ଝାରସୁଗୁଡ଼ା, ୮/୯: ଭୋଟର ତାଲିକାରୁ ବୈଧ ଓ ଜୀବିତ ଭୋଟରଙ୍କ ନାମ ହଟାଇବାକୁ ଚେଷ୍ଟା ଏବଂ ଜାଲିଆତି ଅଭିଯୋଗକୁ ନେଇ ମଙ୍ଗଳବାର ଝାରସୁଗୁଡ଼ା ସହରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ‘ମୋ ଭୋଟ, ମୋ ଅଧିକାର’ ନାରା ଦେଇ ଶତାଧିକ ଦଳୀୟ କର୍ମୀ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଆଜି ପଦ୍ମପୁର ଗସ୍ତରେ ଆସି ବ୍ଲକ୍ ର ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା, ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟ, ପଦ୍ମପୁର ଓ ବିଇଓ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। କନସିଂହା ଉଚ୍ଚ