କଣ୍ଠ ଶିଳ୍ପୀ କୁନା ହଳଧର ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଲାଇଫ୍ ଇଜ୍ ବିୟୁଟିଫୁଲ" ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଜଣାଶୁଣା କଣ୍ଠ ଶିଳ୍ପୀ କୁନା ହଳଧର ଜାତୀୟ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ସଂସ୍ଥାର ମୁଖ୍ୟ ଶ୍ରୀ ସୋମନାଥ ବେହେରା ଉକ୍ତ ମହୋତ୍ସବରେ କୁନା ହଳଧରଙ୍କୁ…