ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳଙ୍କ ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ପାଇକମାଳ :- ରାଜ୍ୟ ସମନ୍ୱିତ ପର୍ଯ୍ୟବେକ୍ଷକ ଦଳ ଆଜି ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଅଦୈତକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ପରିଦର୍ଶନ କରିଛନ୍ତି । ଏହି ପର୍ଯ୍ୟବେକ୍ଷଣକାରୀ ଦଳରେ ଡା: ବି.କେ…

ପାଇକମାଲ ଗସ୍ତରେ ଜିଲ୍ଲାପାଳ ମନୀଷା ବାନାର୍ଜୀ

ବରଗଡ :- ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ପାଇକମାଳ ଗସ୍ତରେ ଆସିଥିଲେ ଜିଲ୍ଲାପାଳ  ମନୀଷା ବାନାର୍ଜୀ । ପ୍ରଥମେ ବ୍ଲକ ଅଫିସରେ ପହଂଚିଥିବା ପରେ ସେଠାରୁ ପାଇକମାଲରେ ନୂତନ ଭାବରେ ବିଡ଼ିଓ ଦାଇତ୍ୱ ଗ୍ରହଣ କରିଥିବା ଉପାଞ୍ଜଳି ମାଝୀ ଓ ଅତିରିକ୍ତ ବିଡ଼ିଓ…

ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ, କେଉଁ ମନ୍ତ୍ରୀ ଯିବେ କେଉଁଠିକି !

ଭୁବନେଶ୍ବର: ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ପାଳନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଏହା ବାଦ୍ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ, ସେ…

୪ ଓଡ଼ିଆ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ବୀରେନ୍ଦ୍ର, ଅମିତଙ୍କୁ ୨.୫କୋଟି ସାଙ୍ଗକୁ ଡିଏସପି ଚାକିରି, ଦୀପ ଓ ନମିତାଙ୍କୁ ୫୦ ଲକ୍ଷ https://www.youtube.com/watch?v=2BBJ_huL3M4 ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ଆଜି ସ୍ୱତନ୍ତ୍ର ଭାବେ ଭବ୍ୟ…

ସୋଆ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର,: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି ।ଗତବର୍ଷ ୟୁଏସ୍ଏର ଷ୍ଟାନଫୋର୍ଡ଼…

“କଳିଙ୍ଗ ସ୍ବରାଜ ୱିମେନ୍ ୱିଙ୍ଗ୍” ତରଫରୁ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ପାଳନ

ଭୁବନେଶ୍ୱର/ ଚକ୍ରଧର ମାଝି : ଗୋଟିଏ ସମୟ ଥିଲା ଯେଉଁଠି ହ୍ୟାଣ୍ଡଲୁମ୍ ଶିଳ୍ପ ତାର ସତ୍ତା ଧରି ରଖିବା ଏତେ ସହଜ ନଥିଲା । ହ୍ୟାଣ୍ଡଲୁମ୍ କପଡ଼ା କିମ୍ବା ହ୍ୟାଣ୍ଡଲୁମ୍ ବସ୍ତ୍ର ପାଇଁ ଚାହିଦା ତ ଥିଲା, କିନ୍ତୁ ବେସ୍ ସୀମିତ । ଏହାର ପ୍ରଚାର ପ୍ରସାର ବି ସେତେ ହୋଇ ପାରୁ ନଥିଲା । କିନ୍ତୁ ଏହି…

ଛିନତାଇ ମାମଲାରେ ଚାରି ଦୁର୍ବୁତ୍ତ କୋର୍ଟ ଚାଲାଣ: ବାରିପଦା ପୋଲିସର ସଫଳତା

ବାରିପଦା(ଦିଲ୍ଲୀପ ମହାନ୍ତି ) - ବାରିପଦା ଟାଉନ ପୋଲିସକୁ ବଡ଼ ସଫଳତା। ତିନୋଟି ଭିନ୍ନ ଭିନ୍ନ ମାମଲାରେ ତଦନ୍ତ କରି ଚାରି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରାଯାଇଛି। ବାରିପଦାରୁ ଛିନତାଇ କରି ଦୁର୍ବୁତ୍ତ ଅନ୍ୟ ଜିଲ୍ଲାକୁ ଖସି ଯାଇଥିବା ବେଳେ ପଡୋଶୀ ଜିଲ୍ଲା ବାଲେଶ୍ୱର ଓ ବସ୍ତା ଅଞ୍ଚଳରୁ ଗିରଫ…

ଉଷାର ହେଲେଅସ୍ ଫ୍ୟାନ୍ ଏବେ ଡିଜିଟାଲ ପ୍ଳାଟଫର୍ମରେ

ବିଏଲଡିସି ମୋଟରଯୁକ୍ତସିଲିଂ ଫ୍ୟାନ୍-ପ୍ରଭାବଶାଳୀ ପ୍ରଦର୍ଶନ କ୍ଷମତାଯୁକ୍ତ ନୂଆଦିଲ୍ଲୀ :ଭାରତର ଅଗ୍ରଣୀ କଂଜୟୁମର ଡ୍ୟୁରେବଲ ଉଷା ଇଂଟରନ୍ୟାସନାଲ୍ ପକ୍ଷରୁ ଏହାର ନୂତନ ସେଲିଂ ଫ୍ୟାନ ବର୍ଗରେ ଏବିଏସ୍ ବ୍ଲେଡ ଯୁକ୍ତ ତଥା ବିଏଲଡିସି ମୋଟର ଯୁକ୍ତ ହେଲେଅସ୍ ଫ୍ୟାନ ଏବେ ଡିଜିଟାଲ ପ୍ଲାଟଫର୍ମରେ…

ଏଚଡ଼ିଏଫସି ମ୍ୟୁଚୁଆଲ୍ ଫଣ୍ଡ୍ର ନୂଆ ନିଫ୍ଟି ୫୦ ଇକ୍ୱାଲ୍ ୱେଟ୍ ଇଣ୍ଡେକ୍ସ ଫଣ୍ଡ୍

ଭୁବନେଶ୍ୱର: ଏଚଡ଼ିଏଫସି ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ନୂଆ ଫଣ୍ଡ୍ ଅଫର୍ ଏଚଡ଼ିଏଫସି ନିଫ୍ଟି ୫୦ ଇକ୍ୱାଲ୍ ୱେଟ୍ ଇଣ୍ଡେକ୍ସ ଫଣ୍ଡ୍ ବିଷୟରେ ଘୋଷଣା କରାଯାଇଛି । ଶ୍ରେଷ୍ଠ ୫୦ଟି କଂପାନିରେ ନିବେଶ କରିବାକୁ ଚାହୁଁଥିବା ନିବେଶକମାନଙ୍କ ଲାଗି ଏହା ଏକ ସହଜ ଓ ସ୍ମାର୍ଟ ନିବେଶ ଫଣ୍ଡ୍ । ଇଣ୍ଡେକ୍ସ…

ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିମିଳିପାଳରେ…

ବାରିପଦା(ଦିଲ୍ଲୀପ ମହାନ୍ତି) - ସ୍ଥାନୀୟ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଶିମିଳିପାଳର ଲୁଲୁଙ୍ଗ ଓ ବାଲଡିହା ବନ୍ଧ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଔଷଧୀୟ ଏବଂ ଅନ୍ୟାନ୍ୟ ଉଦ୍ଭିଦକୁ ନେଇ ଏକ ଦିବସୀୟ…