ନବୀନଙ୍କ ଐତିହାସିକ ନିଷ୍ପତ୍ତି: ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ଆସନ
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭% ପଛୁଆ ବର୍ଗ ପ୍ରାର୍ଥୀ ଦେବ ବିଜେଡି ସୂଚନା ଦେଲେ ଦଳର ଦୁଇ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ ସାହୁ ଅନ୍ୟ ଦଳଗୁଡିକ ମଧ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ କରିବାକୁ ଆହ୍ୱାନ
ଭୁବନେଶ୍ୱର: ବିଜୁ ଜନତା ଦଳର…