ନଗସପୁର ବିଜେପି ମଣ୍ଡଳ ଅଧିନ ତରତ ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ମାହାଙ୍ଗା-ନିଶ୍ଚିନ୍ତକୋଇଲି / ସପ୍ତଜ୍ୟୋତି ବରାଳ - ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ମଣ୍ଡଳ ଅନ୍ତର୍ଗତ ତରତ ଗ୍ରାମ ପଞ୍ଚାୟତ ଠାରେ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଅଶୋକ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ…

ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ଏକାଦଶତମ ବୈଠକ ଭର୍ଚୁଆଲ ମିଟିଙ୍ଗ ଜରିଆରେ ଅନୁଷ୍ଠିତ ।

ନିଶ୍ଚିନ୍ତକୋଇଲିରୁ ଦେବେନ୍ଦ୍ର ଷଡ଼ଙ୍ଗୀ- ସରକାରଙ୍କ ନିର୍ଦେଶ ଅନୁଯାୟୀ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ଏକାଦଶ ତମ ବୈଠକ ଭର୍ଚୁଆଲ ମିଟିଙ୍ଗ ଜରିଆରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଞ୍ଚାୟତ ସମିତି ଅଧକ୍ଷା ସବିତା ଓଝା ସଭାପତିତ୍ୱ କରିଥିଲା ବେଳେ ପଂଚାୟତ ସମିତିର…

ବିଜେପିର ବିଶାଳ ବିକ୍ଷୋଭ ଶୋଭାଯାତ୍ରା : ଜିଲ୍ଲାର ଦୁଇ ଦୁର୍ନୀତି ଲିପ୍ତ ଅଧିକାରୀଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ସହ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଓ ଡ଼ିଆରଡିଏ: ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲାରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି , ତେଣୁ ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ସହ ତାଙ୍କୁ ଜିଲ୍ଲାରୁ…

“ଶାସକ ପ୍ରଶାସକ”ର ପ୍ରଭାଵ : ରାଉତ ପରଡିଗୁଡା ବିଦ୍ୟାଳୟ ପରିଦର୍ଶନ କଲେ ବିଡ଼ିଓ।

କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ:ରାୟଗଡ଼ା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ର ରାଉତ ପରଡିଗୁଡା ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ (ରୋଷେଇ ଗୃହ ବାରଣ୍ଡା ରେ ପାଠ ପଢା ସମ୍ପର୍କିତ )  ଖବର "ଶାସକ ପ୍ରଶାସକ" ରେ ପ୍ରକାଶ ପାଇବା ପରେ ଉକ୍ତ ବିଦ୍ୟାଳୟ କୁ…

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚେତନତା ରଥକୁ ଦେବଗଡରେ ସ୍ଵାଗତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ଅଧିନିୟମ ଓ ଯୋଜନାର ସଫଳ ରୂପାୟନ ଓ ଗୋଷ୍ଠୀର ସହଭାଗୀତାକୁ ନିଶ୍ଚିତ କରାଇବା ପାଇଁ ଅଧକ୍ଷ୍ୟା ସନ୍ଧ୍ୟ।ବତୀ ପ୍ରଧାନଙ୍କ ନେତୃତ୍ଵରେ , ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଗତ ନଭେମ୍ବର ୨୦…

୨୦୦ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ୍ ଲାବଣ୍ୟଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ 150 କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଇଥାନଲ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ…

ବରଗଡ଼ ଜିଲ୍ଲା ପୋଲିସ ଅଧିକାରୀ ରେ ଅଦଳବଦଳ

ବରଗଡ଼ : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ପରାମର୍ଶନୁଯାଇ ପୋଲିସ ଅଧିକାରୀ ମହଲରେ ଛୋଟ ଧରଣର ଅଦଳବଦଳ ହୋଇଛି। ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର  ଦୁର୍ଗମାଧବ ପଧାନଙ୍କୁ ମେଲଛାମୁଣ୍ଡା,ମେଲଛାମୁଣ୍ଡା ଥାନାଧିକାରୀ ଶ୍ରୀମତୀ ସ୍ୱପ୍ନାରାଣୀ ଗୋଛାୟାତଙ୍କୁ ସଦରଥାନା ,ସଦର…

ପଦ୍ମପୁରରେ ଖରିଫ ୠତୁର ଧାନ କିଣା ଆରମ୍ଭ

 ନୂତନ ଭାବେ ସତୀଭଟା ଓ ସରାଇକେଲାରେ ଦୁଇଟି ମଣ୍ଡି ଉଦଘାଟିତ । ପଦ୍ମପୁର(ଶାସକପ୍ରଶାସକ)- ଖରିଫ ୠତୁର ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଆଜି ପଦ୍ମପୁର ଆରଏମସି ଅଧିନରେ ୭୪ ଗୋଟି ଧାନ ମଣ୍ଡି ଖୋଲିଛି । ପଦ୍ମପୁର ଆରଏମସି ମୁଖ୍ୟ ମାର୍କେଟରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର,…

ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଫସଲର ସୁରକ୍ଷା ବାର୍ତ୍ତା ଜାରି କଲା କୃଷି ବିଭାଗ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳ ଦକ୍ଷିଣ-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଅଛିା ଏହା ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା…

କେଉଁଠି ରୂପାନ୍ତରଣ, କେଉଁଠି ଶ୍ରେଣୀଗୃହ ନଥିବାରୁ ପିଲା ହଇରାଣ

ରାଉତ ପରଡିଗୁଡା ବିଦ୍ୟାଳୟରେ ରୋଷେଇ ଗୃହ ବାରଣ୍ଡାରେ ପାଠପଢା । କଲ୍ୟାସିଂହପୁର/ପ୍ରଦୀପ ଦଲାଇ:ସବୁଆଡେ ଚାଲିଛି ରୂପାନ୍ତରଣ ପର୍ବ | ସ୍କୁଲ ହେଉଛି ଚକଚକ | କେଉଁଠି ପିଲା ସ୍ମାର୍ଟ କ୍ଳାସରୁମରେ ତା ଆଉ କେଉଁଠି ପିଲାଙ୍କ ବସିବା ପାଇଁ କ୍ଲାସରୁମ ନାହିଁ | କିଏ ବସୁଛି ବାରଣ୍ଡାରେ ତା କିଏ…