“ନୀଳଚକ୍ର” ସମ୍ବଲପୁର ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ସ୍ଥାନୀୟ ଭାଲୁବାହାଲ ସ୍ଥିତ ନୀଳଚକ୍ର କାର୍ଯ୍ୟାଳୟ ପରିସରରେ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ସଂଗଠନ ନୀଳଚକ୍ର ଓ ବୀର ସୁରେନ୍ଦ୍ର ସାଏ ରେଜିମେଣ୍ଟ ଇଣ୍ଡିଆନ କମ୍ୟୁନିଟି ପୋଲିସ ମିଳିତ ଆନୁକୂଲ୍ୟରେ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l…

ଉନ୍ମୋଚିତ ହେଲା ତବ ଶୁଭ ନାମେ ଜାଗେ

https://www.youtube.com/watch?v=ICx6YBq668k  ୭୫ ତମ ସ୍ୱାଧିନତା ଦିବସ ଅବସରରେ ରେଙ୍ଗାଲି ସ୍ୱାଧୀନ ଏକତା ସଂଗଠନ ର ନିଆରା ପ୍ରୟାସ ସମ୍ବଲପୁର-ରମାକାନ୍ତ ବିଶ୍ବାଳ :ପବିତ୍ର ୭୫ ତମ ସ୍ୱାଧିନତା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ…

ରେଙ୍ଗାଲି ଗ୍ରୀନ ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ରେଙ୍ଗାଲା ବ୍ଲକ ଗ୍ରୀନ ଏସୋସିଏସନ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ଶୁଭ ଅବସରରେ ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ମୁଖ୍ଯ ଅତିଥି…

” ଆଜାଦୀ କା ଅମୃତ ମହୋତ୍ସବ” ସକାଶେ “ଫିଟ୍ ଇଣ୍ଡିଆ ଫ୍ରିଡ଼ମ ରନ୍” ର ଆୟୋଜନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଏନ୍ ୱାଇ କେ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଉକ୍ତ…

ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ:ରାୟଗଡ ଜିଲ୍ଲାର ଥେରୁବାଲି ସ୍ଥିତ ସରକାରୀ ଇମ୍ଫା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…

ଆଦିତ୍ୟ ଆଲୁମିନିୟମରେ ୭୫ ତମ ସ୍ୱାଧୀନତା ଦିବସ ପାଳନ l

ସମ୍ବଲପୁର/ରମାକାନ୍ତ ବିଶ୍ବାଳ-ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ଦ୍ୱାରା ସର୍ବଜନ ବହୁ ପ୍ରତୀକ୍ଷିତ ୭୫ ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପଣ୍ଡୋଲୋଇ ଓ ଲୁଧାପାଳି କଲୋନିରେ ମହାସମାରୋହରେ ପାଳନ କରାଯାଇଅଛି l ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ଉଭୟ କଲୋନୀର ସମସ୍ତ ଶିଶୁ, ଛାତ୍ରଛାତ୍ରୀ ତଥା…

ରାୟଗଡ ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଳାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।କୋଭିଡ ଗାଇଡଲାଇନ ମଧ୍ୟରେ ରାୟଗଡ ଜିଲ୍ଳା ସଦର ମହୁକମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପଡିଆରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ସକାଳ ୯…

ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ୭୫ ତମ ସ୍ବଧୀନତା ଦିବସ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) -ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ଵାରା କୋଭିଡ କଟକଣା କୁ ଅନୁପାଳନ କରି ୭୫ ତମ ସ୍ବଧୀନତା ଦିବସ ପାଳିତ ହୋଇ ଯାଇଛି l ଭୁବନେଶ୍ବର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ଠାରେ ଏହି ଉପଲକ୍ଷେ ଅୟୋଜିତ ଉତ୍ସବ ରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ର…

ବଲାଙ୍ଗୀର ରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ।

ବଲାଙ୍ଗୀର/ ନିରୋଜ ମିଶ୍ର: ଆଜି ରିଜର୍ଭ ପୋଲିସ ମନୋହର ପୁର ପ୍ୟାରେଡ଼ ପଡ଼ିଆରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତେବେ ଆଜିର ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ…

ଟିଟିଲାଗଡ ରେ ୭୫ ତମ ସ୍ବାଧିନତା ଦିବସ ପାଳିତ।

ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ସ୍ଥିତ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ୭୫ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ର ଏହି ଦିବସ ରେ ମୁଖ୍ୟ ଅତିଥି ଶ୍ରୀ ମନୋଜ ସତ୍ୟବାନ ମହାଜନ ସକାଳ ୯ ଘଣ୍ଟା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ।…