ଭିଜିଲାନ୍ସ ଜାଲରେ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶ

ପଦ୍ମପୁର(ଶାସକପ୍ରଶାସକ)-ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସ ରେ ଏକକାଳୀନ ଭାବରେ ଭିଜିଲାନ୍ସର ଦୁଇଟି ଟିମ ଚଢା କରିଥିଲେ । ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ…

ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ସମୟସୀମା ଅଗଷ୍ଟ ୨୩କୁ ବୃଦ୍ଧି

ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣର ସମୟସୀମାକୁ ବୃଦ୍ଧି କରାଯାଇଛିା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ…

ବିଦ୍ୟୁତ ଠିକାଦାର ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ୱେକା ( ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ସଂଘ ) ର ଏକ ସାଧାରଣ ସଭା ସଂଘର ସଭାପତି ବିଜୟ ପରିଡାଙ୍କ ସଭାପତିତ୍ୱ ରେ ସମ୍ବଲପୁର ୱେଲକମ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ସର୍ବ ସମ୍ମତି କ୍ରମେ ସଂଘର ନିର୍ବାଚନ ଅନୁଷ୍ଠିତ କରିବା ପlଇଁ…

ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ମିଶନ ଶକ୍ତି ସିଲେଇ ଓ ତାଲିମ କେନ୍ଦ୍ର ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ ଏବଂ ରୋଜଗାର…

କୁଚିଣ୍ଡା ଉପଖଣ୍ଡ କୁ ଆଦିବାସୀ ଜିଲ୍ଲାର ମାନ୍ୟତା, ରେଳ ସଂଯୋଗ ଏବଂ ବାମରା କୁ ଏନ୍ ଏ ସି ଘୋଷଣା ଦାବୀ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ୭୫ତମ ସ୍ଵାଧୀନତା ଦିବସ ଅବସରରେ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ କୁଚିଣ୍ଡା ଡିଭିଜନ ୨୦୩୫ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l କୁଚିଣ୍ଡା କୁ ଆଦିବାସୀ ଜିଲ୍ଲା ର ମାନ୍ୟତା ଓ ଶିକ୍ଷା ସ୍ୱାସ୍ଥ୍ୟ, କୃଷି, ଗମନାଗମନ ଆଦି ବିଭିନ୍ନ ମୌଳିକ…

ଟାଟା ପାଓ୍ବାର ଓଡିଶା କୁ ଆସିବା ପରେ ବିଦ୍ୟୁତ ଠିକାଦାର ମାନଙ୍କ ରୋଜଗାର ଠପ

ସମ୍ବଲପୁର/-ରମାକାନ୍ତ ବିଶ୍ବାଳ:ଟାଟା ପାଓ୍ବାର ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ଙ୍କୁ ଅଣଦେଖା କରୁଛି । ଓଡିଶାରେ ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ସରକାର ଟାଟା ପାଓ୍ଵାର କୁ ଦ୍ବାୟିତ୍ବ ଦେବାପରେ କମ୍ପାନୀ ନିଜର ମନମାନି କରୁଛି । ପୁର୍ଵରୁ ଓ୍ଵେକ୍ସୋ ପାଓ୍ବାର ଥିବା ସମୟରେ ଠିକାଦାର…

ପୁର୍ବତଟ ରେଲୱେ ପକ୍ଷରୁ ରେଳ ଚଳାଚଳ ପାଇଁ ସୂଚନା

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ପୁର୍ବତଟ ରେଲୱେ ପକ୍ଷରୁ ପୁରୀ-ଦୁର୍ଗ ରେଲ ସେବା ପୁଣି ଆରମ୍ଭ କରିବା ନେଇ ସୁଚନା ଦିଆଯାଇଛି । ଏହି ରେଲସେବା ଟି ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆସନ୍ତା 21 ତାରିଖରୁ ଆରମ୍ଭ ହେବ । ଏହି 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ସେବା ପୁରୀ ରୁ 21 ଅଗଷ୍ଟ,…

ନବୀନଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବିରେ ସମଲେଇ ପୀଠ ରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ବହୁ ସଂଖ୍ୟା ରେ ଜନସାଧାରଣ ହେଲେ ସାମିଲ, ପ୍ରଥମ ଦିନ ରେ ୨୦ ହଜାର ରୁ ଉର୍ଦ୍ଧ ଦେଲେ ଦସ୍ତଖତ I ସମ୍ବଲପୁର/ରମାକାନ୍ତ ବିଶ୍ବାଳ : "ସ୍କାନ" ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ "ଭାରତ ରତ୍ନ" ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ…

ନିଷ୍ଠା ପରିବାର ତରଫରୁ ଗାଇସିମା ଶିବ ମନ୍ଦିର ରେ ରକ୍ତ ଦାନ ଶିବିର : ୫୨ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ :- ଆଜି ଶ୍ରାବଣ ର ଶେଷ ସୋମବାର ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ନିଷ୍ଠା ପରିବାର ଆନୁକଲ୍ୟରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ, ଗାଇସିମା ଧାମ ମନ୍ଦିର ପରିସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ଡାକ୍ତର ଅଜିତ ଦର୍ଜି…

ଝାମୀ ଗ୍ରାମରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ପ୍ରଗତି" ମହିଳା ସଂଗଠନ ପାରଳାଖେମୁଣ୍ଡି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅକୁଣ୍ଠ ସହଯୋଗରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନା ରାଲି କାର୍ଯ୍ୟକ୍ରମ ଗୁମ୍ମା ବ୍ଳକ ଝାମୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପଣ୍ଡିତ…