ବସୁଧା ଯୋଜନା ବାଟବଣା : କାଗଜ କଲମରେ ସୀମିତ ସରକାରୀ ଯୋଜନା
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ - ପରିମଳ ଏବଂ ପାନୀୟ ଜଳ କ୍ଷତ୍ରରେ ବହୁ ଆଗରେ ରହିଛି ଓଡିଶା। ପ୍ରତ୍ୟେକ ଘରେ ଘରେ ବିଶୁଦ୍ଧ ପିଇବା ପାଣି ଜଗାଇବା ପାଇଁ ରାଜ୍ୟସରକାର ମିଶନ ମୋଡ଼ରେ କାମ କରୁଛନ୍ତି। ସହରାଞ୍ଚଳ ପାଇଁ ସୁଜଳ ଡ୍ରିଙ୍କ ଫ୍ରମ ଟେପ ଭଳି ଯୋଜନା । ଗ୍ରାମାଞ୍ଚଳ ପାଇଁ ଚାଲିଛି…