ବୋଲେରୋ ସହ କଫସିରପ ଜବତ ଜଣେ ଗିରଫ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ପୋଲିସ ପେଟ୍ରୋଲିଂ ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅକୁନ ଗ୍ରାମର ପ୍ରଶାନ୍ତ ଗୁରୁ ଙ୍କ ଠାରୁ ୯୦ ବୋତଲ ଏସକଫ କଫ ସିରପ, ୫ ସ୍ଟିପ ଅଲପ୍ରାଓ୍ବିନ ଟେବଲେଟ, ନଗଦ ୯୫୦୦୦ ଟଙ୍କା ଗୋଟିଏ ରିଏଲମି ମୋବାଇଲ ସହ ଗୋଟିଏ ବୋଲେରୋ ଗାଡ଼ି ସିଜି୦୬ଜିବି୦୫୬୪ ଜବତ…