ଉତ୍କଳ କନିକା ଗ୍ୟାଲେରିଆର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହେଲେ କୋରିଓଗ୍ରାଫର ଶାସ୍ଵତ ଯୋଶୀ ଓ ଓଲିଉଡ ଅଭିନେତ୍ରୀ ଜାଗ୍ରୁତି
ଭୁବନେଶ୍ୱର(ଶାସକ ପ୍ରଶାସକ) ଓଡ଼ିଶାର ଅନ୍ୟତମ ଅତ୍ୟାଧୁନିକ ସପିଙ୍ଗ୍ ମଲ୍ ଉତ୍କଳ କନିକା ଗ୍ୟାଲେରିଆ ଏହାର ସଫଳତାର ଦ୍ୱିତୀୟ ପ୍ରତିଷ୍ଠା ଦିବସକୁ ଗ୍ୟାଲେରିଆ କମ୍ପ୍ଲେକ୍ସରେ ବହୁ…