ଗାଇସିଲେଟ ରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ।
ବରଗଡ଼-ଶାସକପ୍ରଶାସକ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ର ନୂତନ ଆଇ ଆଇସି ଭାବେ ଶ୍ରୀ ବିରବର ଭଗତ ଯୋଗଦାନ କରିଛନ୍ତି।ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଶ୍ରୀ ଭଗତ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ।ନୂତନ ଥାନା ଅଧିକାରୀ ଦାୟିତ୍ୱ…