ତସ୍ମୈ ଶ୍ରୀ ଗୁରବେ ନମଃ
(ଗୁରୁ ଦିବସ ଊପଲକ୍ଷେ)
ବିଦ୍ୟା ସର୍ବତ୍ର ପୂଜ୍ୟତେ ,ବିଦ୍ୟାବାନ ସମସ୍ତଙ୍କର ଆଦରଣୀୟ ,ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | 'ଗୁ' ଶବ୍ଦର ଅର୍ଥ…