ଓମାନ୍ ରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର

ଓଡ଼ିଶା-ମୋ ପରିବାର ସହାୟତାରେ ଶେଷକୃତ୍ୟ ପାଇଁ ଜନ୍ମମାଟିକୁ ପଠାଗଲା ଭୁବନେଶ୍ୱର(ଶାସକ ପ୍ରଶାସକ)– ଓମାନ୍ ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା-ମୋ ପରିବାରର ସହାୟତାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରୁ ନିଜ ଗ୍ରାମକୁ…

ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଆଲଝିମର୍ସ ଦିବସ ବା ସ୍ମରଣଶକ୍ତି ହୀନତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର…

ଦିନ ଦିପହରେ ଯୁବତୀଙ୍କଠାରୁ 2ଲକ୍ଷ ଟଙ୍କା ଲୁଟ

ଆଠମଲ୍ଲିକ/ ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ କିଆକଟା ଠାରୁ ପ୍ରାୟ 2କିଲୋମିଟର ଦୂର ବୌଦ୍ଧ -ରେଢ଼ାଖୋଲ ରାସ୍ତା ତ୍ରିବେଣୀ ଛକ ଠାରେ ଆଜି ଦିନ ଦିପହରେ 2ଲକ୍ଷ ଟଙ୍କା ଲୁଟ ହୋଇଯାଇଛି I ସୂଚନା ମୁତାବକ ହଟୁଆପଡ଼ା ଗ୍ରାମର ମାଁ ଭଗବତୀ ସ୍ୱୟଂ ସହାୟକ ଦଳର ଦୁଇ ସଦସ୍ୟ ରେବତୀ ମହାଖୁଡ଼,…

ଅବକାରୀ ବିଭାଗର ଚଢ଼ାଉ, ଅଢେଇ କେଜି ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ସମ୍ବଲପୁର ଜିଲ୍ଲା ରେଢାଖୋଲ ଅବକାରୀ ବିଭାଗ ପକ୍ଷରୁ ବୁଧବାର ସକାଳେ ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥର ରେଢାଖୋଲ ଥାନା ଅନ୍ତର୍ଗତ କେନ୍ଦୁକଟା ନିକଟସ୍ଥ ତାରିଣୀ ମନ୍ଦିର ନିକଟରେ ଚଢ଼ାଉ କରି ଏଢେଇ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରାଯାଇଛି।  ଗିରଫ…

ଆଇଓସିଏଲ ପାଇପ ଲାଇନରୁ ତେଲ ଚୋରି ଉଦ୍ୟମ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତୀୟ ତୈଳ ନିଗମ(ଆଇଓସିଏଲ)ର  ପାରାଦୀପ- ରାଞ୍ଚି ପାଇପ ଲାଇନର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମ ନିକଟରୁ  ଏହି ପାଇପ ଲାଇନରୁ ମଙ୍ଗଳବାର ତେଲ ଚୋରି ଉଦ୍ୟମ ହୋଇଛି। ସୋମବାର ରାତିରେ ଆଓସିଏଲ ପକ୍ଷରୁ ପାଇପ ଲାଇନ ଉପରେ ତାଙ୍କର…

ସରକାରୀ ନିୟମକୁ ଫୁ କରୁଛନ୍ତି ସ୍ଥାନୀୟ ପ୍ରଶାସନ !!!

ପଦ୍ମପୁର(ଶାସକପ୍ରଶାସକ)- ସବୁଜ ପରିବେଶ ସୁସ୍ଥ ପରିବେଶ ଏହି ବାର୍ତ୍ତା ନେଇ ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ତଥା ଉନ୍ନୟନ ମୂଲକ କାର୍ଯ୍ୟ ମାନ କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ବୄକ୍ଷ ରୋପଣ କରୁଛନ୍ତି । ଇଟା ମାଫିଆ ମାନେ ଗଛ କାଟି ମାଟି ଇଟା ତିଆରି କରି ପରିବେଶ…

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ

ପ୍ରଥମ ଦିନରେ ୭ପଞ୍ଚାୟତରେ ୭୪୪ଜଣଙ୍କୁ ପ୍ରଦାନ କରାଗଲା ବିଜୁ ସ୍ମାର୍ଟ କାର୍ଡ଼ ବଲାଙ୍ଗୀର/ନିରୋଜ ମିଶ୍ର :ବୁଧବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ପରିସରରେ ଦେଓଗାଁ ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା । ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା…

ଜଗଦଲପୁର ପୋଲିସ ଜବତ କଲା ଗଞ୍ଜେଇ

୨୬କି.ଗ୍ରା୫୦୦ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ। ଝାରବନ୍ଧ-ମନୋହର ଦାଶ -ବରଗଡ଼ ଏସ.ପି ରାହୁଲ ଜୈନ ,ପଦ୍ମପୁର ଡି.ଏସ.ପି ବିଭୁତି ଭୂଷଣ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଜଗଦଲପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜଗଦଲପୁର ର ପ୍ରମୁଖ ଛକ ମାନଙ୍କରେ ଛକି ରହି ଜଣେ ଗଞ୍ଜେଇ ବ୍ୟବସାୟୀ…

Breaking : କୋଭିଡ୍ ମୃତ୍ୟୁ ପାଇଁ 50,000 ଟଙ୍କା କ୍ଷତିପୂରଣ ଦିଆଯିବ : ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର

ନୂଆଦିଲ୍ଲୀ(ଶାସକ ପ୍ରଶାସକ) : କୋଭିଡରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାର ରାଜ୍ୟ ସରକାରଙ୍କ ଠାରୁ,୫୦,୦୦୦ ଅନୁକମ୍ପାମୂଳକ ସହାୟତା ରାଶି ପାଇବେ ବୋଲି ଆଜି ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି । ପୂର୍ବରୁ ହୋଇଥିବା କୋଭିଡି ମୃତ୍ୟୁ ସହ ମୃତ୍ୟୁ ଭବିଷ୍ୟତରେ ଯଦି ଏ…

ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ୪ଟି ପ୍ରସ୍ତାବ ଦେଲେ ଧର୍ମେନ୍ଦ୍ର

ଦୁଇ ରାଜ୍ୟ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଆପୋଷ ସମାଧାନ ପାଇଁ କଲେ ଅନୁରୋଧ ନୂଆଦିଲ୍ଲୀ/ଭୁବନେଶ୍ୱର - ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ…