ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ରୀଙ୍କ ଘରୁ ଚୋରି,୩ ଲକ୍ଷରୁ ଅଧିକ ଟଙ୍କା ସହିତ ଗହଣା ଚୋରି
ବଲାଙ୍ଗୀର/ ନିରୋଜ ମିଶ୍ର : ନିକଟରେ ଆତ୍ମହତ୍ୟା କରିଥିବା ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦଙ୍କ ଘରେ ଚୋରି । ଚୋର ଘରେ କେହି ନଥିବାର ସୁଯୋଗ ନେଇ ନଗଦ ଟଙ୍କା ସହିତ ସୁନା ଗହଣା ଚୋରି କରିଥିବା ଜଣା ପଡିଛି । ସୂଚନା ଅକ୍ଟୋବର ୬ ତାରିଖ ଦିନ ହଷ୍ଟେଲର ରୁମ…