ରାଜ୍ୟରେ ନିର୍ମିତ ହେବ ୨୯୧୧ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ

ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟି ବୈଠକରେ ମଞ୍ଜୁରୀ ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟି( ସ୍କି୍ରନିଂ କମିଟି ) ର ୨୨ ତମ ବୈଠକ ଆଜି…

କରୋନା ମୃତକ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର,: କିଟ୍‍ ଓ କିସ୍‍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ। ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍‍ ପଡ଼ି ନ ଥିଲା ଭାରତ ଏବଂ…

ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ତୃଣମୂଳ ସ୍ତରରେ ସାମାଜିକ ପରିବର୍ତନର ଅଗ୍ରଦୂତ ହେବାକୁ ଯୁବପିଢିଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

କୃଷ୍ଣପ୍ରସାଦ ବ୍ଲକ୍ ଦ୍ୱୀପାଞ୍ଚଳର ବ୍ୟାଙ୍କ ସମସ୍ୟା ସୁଧାରିବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ୱ

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେଥିବା ନୂଆପଡ଼ା ସେବା ସମବାୟ ସମିତି, ବଡ଼ଝାଡ଼ ସେବା ସମବାୟ ସମିତି, ଅଲଣ୍ଡା ସେବା ସମବାୟ ସମିତି ଓ ତିତିପ ସେବା ସମବାୟ ସମିତି ପ୍ରମୁଖ ୪ଟି ସୋସାଇଟି…

ନିର୍ମାଣ କାର୍ଯ୍ୟ ସରଳୀକରଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକୀକୃତ ମାନଦଣ୍ଡ ଅନୁସୁଚୀ

ଭୁବନେଶ୍ୱର (ଶାସକ ପ୍ରଶାସକ) ପୋଲ ନିର୍ମାଣ କାର୍ଯ୍ୟ, କାର୍ଯ୍ୟ ଗଠନ ଏବଂ ରେଳ ଧାରଣା ସିଭିଲ୍ ଇଞ୍ଜିନିୟରିଂ କାର୍ଯ୍ୟ (ପରମାନେଣ୍ଟ ୱେ ୱାର୍କ୍ସ) ଗୁଡିକର କାର୍ଯ୍ୟକାରିତା ପାଇଁ ପୂର୍ବତଟ ରେଳପଥ ଏକୀକୃତ ମାନଦଣ୍ଡ ଅନୁସୁଚୀ (ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସିଡ୍ୟୁଲ୍ ଅଫ୍ ରେଟ୍ (USSoR)) ଗ୍ରହଣ…

ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଆଇସିଏଆର୍ – ସିଆଇଡବ୍ଲୁଏ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଗବେଷଣା ଓ ନିମନ୍ତେ ଭୁବନେଶ୍ୱର ସ୍ଥିତ ଆଇସିଏଆର୍ - ସେଂଟ୍ରାଲ୍ ଇନଷ୍ଟିଟ୍ୟୁଟ ଫର୍ ଉଇମେନ୍ ଇନ୍ ଏଗି୍ରକଲ୍ଚର ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ)…

ପୌର ନିର୍ବାଚନ ପାଇଁ ବାଟ ଖୋଲିଲା : ନଭେମ୍ବର ୨୯ରେ ପ୍ରକାଶ ପାଇବ ପୌରାଚଂଳ ମାନଙ୍କରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ…

https://youtu.be/m1QabNINz9M ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ: ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱର- ସଂପୃକ୍ତ ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ…

ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅନୁଷ୍ଠିତ

କଲ୍ୟାଣସିଂହପୁର : ପ୍ରଦିପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ଗୋଷ୍ଠି ଶିକ୍ଷା ଆରମ୍ଭ କରାଯାଇଛି । ଶିକ୍ଷା ବିଭାଗ ନିର୍ଦ୍ଦେଶରେ ପ୍ରତ୍ୟେକ ବିଦ୍ୟାଳୟ ଶିକ୍ଷକ ମାନେ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀର…

ଖାଁ ଖାଁ ଦେବଗିରି ଶୈବପୀଠ : କାର୍ତ୍ତିକ ସୋମବାରେ ମାତ୍ର ଅଳ୍ପ କିଛି ଭକତ

କଲ୍ୟାଣ ସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ପବିତ୍ର କାର୍ତ୍ତିକ ମାସ ର ପ୍ରଥମ ସୋମବାରରେ ଦେବଗିରି ଶୈବପୀଠ ରେ ଭକ୍ତ ଙ୍କ ଖାଁ ଖାଁ ଦେଖିବା କୁ ମିଳିଛି। ଆଜି କାର୍ତ୍ତିକ ମାସ ଶୈବପୀଠରେ ଭକ୍ତଙ୍କ ଭିଡ ରହିବା କଥା |ହେଲେ ମହାମାରୀ କୋରନା କୁ ଦୃଷ୍ଟି ରଖି…

ବେଲପଡା ବ୍ଳକସ୍ତରୀୟ କଳା ଓ କଳାକାର ସମାରୋହ ଅନୁଷ୍ଠିତ

ପାଟଣାଗଡ଼, (ଶାସକ ପ୍ରଶାସକ, ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ଗ୍ରାମ ପଞ୍ଚାୟତ ଅଏଁଲାଭଟା ଠାରେ ବ୍ଳକସ୍ତରୀୟ କଲା ଓ କଲାକାର ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହି କାର୍ଯ୍ୟକ୍ରମରେ ସମ୍ପ୍ରତି ବ୍ଳକର ସମସ୍ତ କଲାକାରମାନେ ଯୋଗଦେଇ ନିଜ ନିଜର…