ବିରିଘାଟ ଗ୍ରାମର ତିନି ଛକ ନଳକୂପ ଅଚଳ, ମରାମତି ନେଇ ଦାବୀ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟରେ ତିନି ଛକ ଠାରେ ଏକ ନଳକୂପ ରହିଅଛି। ଦୀର୍ଘ ୧୦ ଦିନ ହେବ ନଳକୂପ ଅଚଳ ହେବା କାରଣ ରୁ ଗ୍ରାମବାସୀ ମାନେ ନାହଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ନଳକୂପ…

ମାହାଙ୍ଗା : ବିଜେଡିରେ ଯୋଗ ଦେଲେ ବିଜେପି ଓ କଂଗ୍ରସ ଦଳର କର୍ମୀ

ମାହାଙ୍ଗା (ଶାସକ ପ୍ରଶାସକ) : ଆଜି ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତରୁ ୩୦ ଜଣରୁ ଉର୍ଦ୍ଧ ବିରୋଧୀ ବିଜେପି ଓ କଂଗ୍ରସ ଦଳର କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି | ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ନୀତି ଆଦର୍ଶ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ…

ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀର ବାଦେବିରା ସରୁ ଠାରେ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା ଅନୁଷ୍ଠିତ ହୋଇଛି I ଏହି ଗ୍ରାମ ଦେବତା ପୂଜା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୋଇ ଥାଏ I ପରମ୍ପରା ଅନୁସାରେ…

ବିଦାୟ ନେଲେ ମା ଗଜଲକ୍ଷ୍ମୀ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ବାବୁଲି ନଗରରେ ବିବିଏନ ପୁଜା କମିଟି ତରଫରୁ ସାତଦିନ ଧରି ଚାଲୁରହିଥିବ ମା ଗଜଲକ୍ଷ୍ମୀ ପୂଜା ଆଜି ଶେଷ ଦିନ ରେ ପହଞ୍ଚିଛି ଏହି ଶେଷ ଦିନ ଅବସରରେ ରୀତିନୀତି ଅନୁସାରେ ପୁଜା ପାଠ ଆଳତୀ ହୋମ କରି ସମସ୍ତଙ୍କର ମଙ୍ଗଳ କାମନା କରି କୋରାନ ମହାମାରୀକୁ…

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଡେପୁଟି କଲେକ୍ଟର ଶ୍ରୀ ନିରଞ୍ଜନ ନାୟକ ଦୁର୍ନୀତିରୁ ଦୁରେଇ ରହିବା ଓ ସମସ୍ତ କାର୍ଯ୍ୟ…

କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର/ ନିରୋଜ ମିଶ୍ର : ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ଗାଁରେ ଥିବା ଯୁବୋଧ୍ୟୟ ଘରୋଇ ବିଜ୍ଞାନ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଛାତ୍ରୀଙ୍କ ନାଁ ଆଶା ମେହେର । ନିଜ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ…

ଜଳବାୟୁ ପରିବର୍ତ୍ତନ ଉପରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ : ମନ୍ତ୍ରୀ ଡ. ଅରୁଣ…

ସବୁଜ କୃଷି ପ୍ରକଳ୍ପର ରାଜ୍ୟସ୍ତରୀୟ ପ୍ରାରମ୍ଭ କର୍ମଶାଳା ଉଦ୍ଘାଟନୀ ସମାରୋହ ଭୁବନେଶ୍ୱର,(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କଳ୍ପନାପ୍ରସ୍ତୁତ ଦିଗ୍ଦର୍ଶନ ତଥା ଭାରତବର୍ଷରେ ଜଳବାୟୁ ପରିବର୍ତ୍ତନର ନେତୃତ୍ୱ ନେବାରେ ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ…

ଶ୍ରୀମନ୍ଦିର ୪ ଦ୍ୱାର ନ ଖୋଲିଲେ ନଭେମ୍ବରରେ ପୁରୀ ବନ୍ଦ କରିବ ଜଗନ୍ନାଥ ସେନା

ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦା ଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ନହେଲେ ନଭେମ୍ବରରେ ପୁରୀ ବନ୍ଦ ଡାକରା ଦେବ ଜଗନ୍ନାଥ ସେନା ।ଏହି ମର୍ମ ରେ ଏକ ସ୍ମାରକପତ୍ର ପୋଲିସ ଡିଜି ଙ୍କୁ ପୁରୀ ଏସ୍ପି ଙ୍କ ଜରିଆରେ ଜଗନ୍ନାଥ ସେନା…

ବାଲିସାହି ଟ୍ରାଫିକ ସୁବନ୍ଦୋବସ୍ତ ପାଇଁ ବୈଠକ

ପୁରୀ/ଅନିମେଶ ପଟ୍ଟନାୟକ: ମଙ୍ଗଳବାର ବାଲିସାହି ରାଧାକାନ୍ତ ମଠରେ ପୋଲିସ ଏବଂ ସାହିଭାଇ ଭିତରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ସ୍ୱର୍ଗଦ୍ୱାର ଠାରୁ ଶ୍ରୀମନ୍ଦିର ମଧ୍ୟରେ ଟ୍ରାଫିକ ସୁବନ୍ଦୋବସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା । ବାଲିସାହି ବାସିନ୍ଦା କିପରି ସୁବିଧାରେ ମେଡିକାଲ, ମନ୍ଦିର ଓ…

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଂକରଙ୍କ ବହିଷ୍କାର ଦାବୀ କରି ପୁରୀ ରେ ବିଜେପି ମହିଳାମୋର୍ଚ୍ଚା ର ଶୋଭାଯାତ୍ରା

ପୁରୀ/ଅନିମେଶ ପଟ୍ଟନାୟକ : ମମିତା ମେହେର ଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ରେ ସାରା ରାଜ୍ୟରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ, ଧାରଣା , ପ୍ରତିବାଦ ଚାଲିଛି। ହତ୍ୟାକାଣ୍ଡ ଘଟଣା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସମ୍ପୃକ୍ତି ଥିବା ଅଭିଯୋଗ ଆଣି ବିରୋଧି ଦଳ ମନେ ତୁରନ୍ତ ମନ୍ତ୍ରୀ ଙ୍କୁ…