ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଓଡ଼ିଶାର ପି-ପି-ପି
ଦଳ ପାଇଁ ସାଜୁଛନ୍ତି ଷ୍ଟାର ଷ୍ଟ୍ରାଇକର, ବିରୋଧୀଙ୍କୁ କରୁଛନ୍ତି ଚିତପଟାଙ୍ଗ
ନୂଆଦିଲ୍ଲୀ : ତିନି ଓଡ଼ିଆ ବରିଷ୍ଠ ନେତାଙ୍କୁ ନେଇ ଏବେ ଜାତୀୟଗଣମାଧ୍ୟମରେ ଚର୍ଚା | ଦଳରେ ବୃଦ୍ଧି ପାଇଛି ସେମାନଙ୍କ ପତିଆରା | ନିର୍ବାଚନ ରଣାଙ୍ଗନରେ ଦଳକୁ ବିଜୟଶ୍ରୀ ମଣ୍ଡିତ କରିବାରେ ସଫଳ ହୋଇଛନ୍ତି ଏହି…