ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ -ବିଜୁ ଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିବା ସହ ଶୁଭ ଶିଳାନ୍ୟାସ କରିଛନ୍ତି ।…

ସୂଚନା ଅଧିକାର ଆଇନ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର :ଜିଲ୍ଲା ସୂଚନା ଅଧିକାର ଆଇନ ଫୋରମ୍ ପକ୍ଷରୁ ଏକ ସଂକଳ୍ପ ସମାବେଶ ଆୟୋଜିତ ହୋଇଥିଲା । ଫୋରମ୍ ର ଜିଲ୍ଲା ଆବାହକ ଇଂ ହୀରାଧର ସାହୁଙ୍କ ଆହ୍ବାନ କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମାଜସେବୀ ମାନେ ଯୋଗ ଦେଇଥିଲେ । ଏଥିରେ ଇଂ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି…

ଘୁ.ଉଦୟଗିରି ରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି I ଏହି ଉତ୍ସବରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, ବ୍ଲକ…

ରଣପୁର ରେ ବିଜୁଜନତା ଦଳ ର 25ତମ ପ୍ରତିଷ୍ଠା ଦିବସ ପାଳିତ

ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଚାନ୍ଦପୁର ଦଶଦୋଳ ପଡିଆ ଠାରେ ବିଜୁଜନତା ଦଳର 25ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ନେତୃତ୍ୱ ରେ ରବିବାର ସକାଳ 11ଘଂଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡିଆ…

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ: ରକ୍ତଦାନ, ରୋଗୀଙ୍କୁ ଫଳ, କମ୍ବଳ ବିତରଣ

ରାଉରକେଲା (ବସନ୍ତ ଜେନା): ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସକୁ ନେଇ ଆଜି ରାଉରକେଲା ବିଜେଡ଼ି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟ…

ଅସୁସ୍ଥ ସାମ୍ବାଦିକଙ୍କ ଆଶୁ ଆରୋଗ୍ୟ କାମନା କରି ସିଂହଦ୍ୱାରରେ ଦୀପଦାନ; ଓଜେୟୁର ନୂଆ କମିଟି କୁ ସ୍ୱାଗତ

ପୁରୀ/ଅନିମେଶ ପଟ୍ଟନାୟକ: ସୁବର୍ଣ୍ଣପୁରର ବରିଷ୍ଟ ସାମ୍ବାଦିକ ତଥା ଓଜେୟୁର ଆଜୀବନ ସଦସ୍ୟ ବିନୟ ରଞ୍ଜନ ପ୍ରଧାନ ହୃଦଜନିତ ରୋଗରେ ପୀଡିତ ହୋଇ ଏବେ ବୁର୍ଲା ଭୀମସାର ମେଡିକାଲ ରେ ଚିକିତ୍ସାଧିନ। ଶ୍ରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ପୁରୀ ଓ .ଜେ…

ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : , ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ ବେ,ଜେ, ଡି ର 25 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ, ଏହି ବ୍ଲକ ଅଧିନ, ନମାରୋ ଗ୍ରାମ ପଡ଼ିଆ ଠାରେ ରବିବାର ଦିନ ରୌପ୍ୟ ଜୟନ୍ତି ସମାରୋହ ପାଳିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ମନ୍ତ୍ରୀ ତୁଷାର କାନ୍ତି ବେହେରା,…

ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର 34ତମ ବିଜୟ ଦିବସ

ବରଗଡ :-ଅସି ଓ ନବେ ଦଶକ ରେ ବାଳକୋ ହଟାଓ , ଗନ୍ଧମାର୍ଦ୍ଦନ ବଚାଓ ନାରାରେ କମ୍ପି ଉଠୁଥିଲା ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ ରହିଥିବା ଗ୍ରାମ ଗୁଡିକ । ଧୀରେ ଧୀରେ ଏହି ଆନ୍ଦୋଳନ ଗାଁରୁ ବାହାରି ସହର ଓ ପରେ ରାଜଧାନୀରେ ମଧ୍ୟ ଜୋର ଧରିଥିଲା । କାରଣ ଥିଲା ଗନ୍ଧମାର୍ଦ୍ଦନ ପର୍ବତରେ ରହିଥିବା…

ଖୋର୍ଦ୍ଧା ଅବକାରୀ ବିଭାଗ ର ବଡ଼ ସଫଳତା

ଖୋର୍ଦ୍ଧା/(ରବି ନାରାୟଣ ସାହୁ  ଖୋର୍ଦ୍ଧା ଜିଲ୍ଲାରେ ଥିବା ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଚୋରା ନିଶା ବେପାରୀ ମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି କିନ୍ତୁ ଖୋର୍ଦ୍ଧା ଅବକାରୀ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମ ଜଙ୍ଗଲ ରୁ ୨୪0ଲିଟର ଚୋରା…

୩ୟ ଦିନରେ ପଲ୍ଲୀଶ୍ରୀ-ମେଳା : ସାଂସଂସ୍କୃତି କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

https://youtu.be/3H-diNG3DpM ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ…