ଶ୍ରୀ ହନୁମନ୍ତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଓ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ୨୫ ବର୍ଷ ପୂର୍ତ୍ତି

ରୌପ୍ୟ ଜୟନ୍ତୀ ମହୋତ୍ସବ ଉଦ୍ଘାଟିତ :  ଓଆରମାସ ଓ ମିଶନଶକ୍ତି ଆନୁକୂଲ୍ୟରେ ପ୍ରଦର୍ଶନ ମେଳା ।     ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୂଳଗାଁଇଶାଳୋ ତରତଶାସନ ଅସୁରେଶ୍ୱର ସ୍ଥିତ ଶ୍ରୀ ହନୁମନ୍ତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଓ ଶ୍ରୀରାମ ଚରିତ ମାନସ…

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

 ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧୀନରେ କଟକ ପାରାଦ୍ୱୀପ ରାସ୍ତା ମଣିଚରଣ ସାରଳା ଏକାଡେମୀ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳରେ ୨୯ ଟି ପଞ୍ଚାୟତ ର ୧୭୦ ଟି ପ୍ରକଳ୍ପ ସାମିଲ ହୋଇଥିଲା l ସେଥିମଧ୍ୟରୁ ୬ ଟି…

ପୋଲ ଉପରେ ବ୍ୟାରିକେଟ ଉଚ୍ଛେଦ ଆନ୍ଦୋଳନ

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଅଡସପୁରକୁ ସଂଯୋଗ କରୁଥିବା ଆଳିପିଙ୍ଗଳ ପୋଲ ପ୍ରବେଶ ପଥରେ ବାଲିମାଫିଆ ଏକ ଚାପରେ ଜଗତସିଂହପୁର ଉକ୍ତ ଓ ଗୃହ ନିର୍ମାଣ ବିଭାଗ ଏକ ବ୍ୟାରିକ ନିର୍ମାଣ କରିବା ଦ୍ୱାରା ଆଳିପିଙ୍ଗଳ ପୋଲ ଦେଇ କୌଣସି ବାସ୍ ଟ୍ରକ୍ ଦେଇ ଯାତାୟାତ କରିପାରୁନାହିଁ।ଦୈନ…

ନିୟମଗିରି ପାହାଡ ପାଣି ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମ ବାସୀ।

କଲ୍ୟାଣସିଂ ହପୁର-ପ୍ରଦୀପ ଦଳାଇ//ଗ୍ରୀଷ୍ମପ୍ରବାହ ରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ।ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦର ପଞ୍ଚାୟତ ଗୌଡ଼ପାତଲମ୍ବାରେ ।ପ୍ରାୟ ୪୬ ବର୍ଷ ହେବ…

ତିନିଦିନିଆ ଆସାମ ଗସ୍ତରେ ଯିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଆସନ୍ତା ୧୧ ରୁ ୧୩ ତାରିଖ ମଧ୍ୟରେ ଆସାମର ରାଜଧାନୀ ଗୌହାଟୀରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଯୋଗଦେବାପାଇଁ ଓଡିଶା ବିଧାନସଭାର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଧାନସଭା ସଚିବ ଶ୍ରୀ…

ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ପରିଷଦ ବୈଠକ ସ୍ମାରକୀ ଜର୍ସୀ ଉନ୍ନୋଚିତ

ଭୁବନେଶ୍ୱର,: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ର ଜାତୀୟ ପରିଷଦ ବୈଠକ ଆସନ୍ତା ଅପ୍ରେଲ୍ ୮ ଓ ୯, ୨୦୨୨ରିଖ ଦୁଇଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ହେବ । ଉତ୍ସାହ ଓ ଉନ୍ନାଦନା ମଧ୍ୟରେ ଏହି…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ୮ଦିନ ଧରି ଚାଲିବାକୁ ଥିବା ଆତ୍ମରକ୍ଷା ତାଲିମର ଶୁଭାରମ୍ଭ ହୋଇଯାଇଛି।ଉଚ୍ଚମାଧ୍ୟମିକ ବିଦ୍ୟାଳୟର…

ଏନଏସି ନଗରପାଳ ଭାବେ କାଯ୍ୟଭାର ଗ୍ରହଣ କଲେ ଗୋପବନ୍ଧୁ

ଭଞ୍ଜନଗର / ନିଲୁ ବିଶୋୟୀ : ଭଞ୍ଜନଗର ଏନଏସିର ନବ ନିର୍ବାଚିତ ନଗରପାଳ ଗୋପବନ୍ଧୁ ମହାପାତ୍ର ଏନଏସି ଅଫିସରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକୋଷ୍ଠରେ ପୂଜାପାଠ ପରେ ଶ୍ରୀ ମହାପାତ୍ର ଆନୁଷ୍ଠାନିକ ଭାବେ କାଯ୍ୟଭାର ଗ୍ରହଣ କରିଥିଲେ। ଭଞ୍ଜନଗର ଏନଏସିରେ ବିକାଶଧାରା କୁ ତ୍ୱରାନିତ…

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱର,(ଶାସକ ପ୍ରଶାସକ) : କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି । ବିଗତ କରୋନା ମହାମାରୀ କାଳରେ ଚାକିରି ବୃତ୍ତି ପାଇଁ ରାଜ୍ୟ ବାହାରକୁ ଯାଇଥିବା ଓଡ଼ିଆ ଯୁବପିଢ଼ି…

ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଏପ୍ରିଲ ୧୦ ରୁ ଚଳାଚଳ କରିବ

ଭୁବନେଶ୍ୱର : ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି | 18303 ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ…