ବାମପାର୍ଶ୍ଵ ନଦୀବନ୍ଧ ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ଚନ୍ଦ୍ର ସାରଥୀ

ଗମନାଗମନ ସୁବିଧା ପାଇଁ ୯ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ । ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) - ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ହନୁମାନ ମନ୍ଦିରଗଡା ନିକଟରେ ସର୍ବସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଜଳସମ୍ପଦ ବିଭାଗ ତରଫରୁ ୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ…

ଚଳିତ ଖରିଫ ବିପଣନ ଋତୁ ୨୧-୨୨ ନିମନ୍ତେ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦ୍ଘାଟିତ

ନୟାଗଡ଼(ବିଶ୍ୱଜିତ ନାୟକ) - ଚଳିତ ଖରିଫ ବିପଣନ ଋତୁ ୨୧-୨୨ ନିମନ୍ତେ ସରକାରୀ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ରୋଡ଼ରେ ଥିବା ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣ ଠାରେ ଜିଲ୍ଲାପାଳ ଡ.ପୋମା ଟୁଡୁ ଧାନ ମଣ୍ଡିର ଉଦଘାଟନ କରିଛନ୍ତି । ଉକ୍ତ ଉତ୍ସବରେ ଖାଦ୍ୟ…

ଜନଶିକ୍ଷଣ ସସ୍ଥାନର ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଅନୁଷ୍ଠିତ

ଜଗତସିଂହପୁର (ସୁମନ୍ତ ଦାସ) : ଜନ ଶିକ୍ଷଣ ସସ୍ଥାନ ଜଗତସିଂହପୁର ଦ୍ଵାରା ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଜନ ଶିକ୍ଷଣ ସସ୍ଥାନ ପରିସରରେ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂସ୍ଥାନ ତରଫୁର ବିଭିନ୍ନ ଧନ୍ଦାମୂଳ ତାଲିମର ପୁରାତନ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ…

କାଶୀପୁର ବ୍ଲକ କାର୍ଯ୍ୟାଳୟରେ ପିସି କାରବାରକୁ ନେଇ କଂଗ୍ରେସ ଦଳର ଗର୍ଜ୍ଜନ

କାଶୀପୁରରୁ ବୈକୁଣ୍ଠ ଦୁରିଆ :ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଦଳ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଲାଞ୍ଚ ସହ ବ୍ଲକ କର୍ମଚାରୀଙ୍କ ଲାଞ୍ଚ ବିରୋଧରେ ସହ ସହ କଂଗ୍ରେସ କର୍ମୀ ଉକ୍ତ କାର୍ଯ୍ୟାଳୟ ଗ୍ରିଲ ଠେଲି ଧସେଇ…

ତରିକୁନ୍ଦଠାରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ

ଜଗତସିଂହପୁର (ସୁମନ୍ତ ଦାସ) : ଆଜି ରଘୁନାଥପୁର ବ୍ଲକ ଅତର୍ଗତ ତରିକୁନ୍ଦ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଳାରେ 2021 -22 ଖରିପ ବର୍ଷ ନିମନ୍ତେ ପ୍ରଥମ ଧାନମଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି l…

ଏଆଇଏଫ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟିତ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ହସ୍ପିଟାଲ କଟକ ଜିଲ୍ଲା ସମେତ ୩ ରୁ ଉର୍ଦ୍ଧ୍ବ ଜିଲ୍ଲା ଅଞ୍ଚଳବାସୀ ଉପକୃତ ହେବେ । ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,…

ଶଯ୍ୟାଶାୟୀ ବୃଦ୍ଧଙ୍କୁ ଦେଖି ଅଟକିଗଲେ ମନ୍ତ୍ରୀ

ଅବସ୍ଥା ବୁଝିଲେ , ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ବରଗଡ :- ବରଗଡ଼ (ଶାସକ ପ୍ରଶାସକ) : ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ । ଅଳ୍ପ ବହୁତ ସମସ୍ତ ତାଙ୍କୁ ଚିହ୍ନିଛନ୍ତି । ସେ ମନ୍ତ୍ରୀ କମ, ସାଧାରଣ ମଣିଷ ଅଧିକ | ଲୋକଙ୍କ ଭିତରେ, ଲୋକଙ୍କ ଭିଡରେ, ଲୋକଙ୍କ ମନରେ ଆଉ…

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ତିନିହଜାର ଲେଖାଏଁ ସହାୟତା ପ୍ରଦାନ।

ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ: ମୋ ରାଜ୍ୟର ଲୋକଙ୍କୁ ଘର ପାଇଁ ଅବହେଳାର ଶିକାର ହେବାକୁ ଦେବି ନାହିଁ – ଭରସା ଦେଲେ ମୁଖ୍ୟମନ୍ତ୍ରୀ ପକ୍କା ଘର ପାଇଁ ଅପେକ୍ଷା କରିଥିବା ଲୋକ ଙ୍କୁ ମରାମତି ପାଇଁ ମିଳିବ ପାଞ୍ଚ ହଜାର ଟଙ୍କା । ଘର ମରାମତି ସାହାଯ୍ୟ ଦେବାରେ ଓଡିଶା ହେଉଛି…

ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ

ବାସୁଦେବପୁର/ ପ୍ରତାପ ପାଢ଼ୀ: ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତରାୟ ବିଭିନ୍ନ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ପୂର୍ବତନ ବିଧାୟକ ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ପ୍ରଚେଷ୍ଟାରେ ପଦ୍ମପୁର…

ବିଶିଷ୍ଟ ସମାଜସେବୀ, ସାମ୍ବାଦିକ, ସୁଲେଖକ ଙ୍କ ପରଲୋକ।

ବାସୁଦେବପୁର/ ପ୍ରତାପ ପାଢ଼ୀ :  ବରିଷ୍ଠ ସାମ୍ବାଦିକ, ସମାଜସେବୀ, ସୁଲେଖକ, ତଥା ସାମ୍ୟବାଦୀ ନେତା ମନ୍ଦର ଧର ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ବାସୁଦେବପୁର ଅଞ୍ଚଳରେ ଶ୍ରୀ ମହାପାତ୍ର ତାଙ୍କର ପ୍ରତିଭା ବଳରେ ଜଣେ ସୁପରିଚିତ ବ୍ୟକ୍ତିତ୍ଵ ହୋଇପାରିଥିଲେ। ତାଙ୍କର ପରଲୋକ ରେ ବାସୁଦେବପୁର…