ଜୁନିୟର ରେଡକ୍ରସ ଓ ଆର୍ଯ୍ୟ ସମାଜ ତରଫରୁ ମାସ୍କ ଓ କମ୍ବଳ ବଣ୍ଟନ
ବଲାଙ୍ଗିର/ନିରୋଜ ମିଶ୍ର - ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍ମଣ୍ଡା ସ୍ଥିତ ପଞ୍ଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ଓ ଆର୍ଯ୍ୟ ସମାଜ ସଭ୍ୟମାନଙ୍କ ତରଫରୁ କୁତ୍ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ କରାଯାଇଅଛି । କୁତ୍ମୁଣ୍ଡା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନ୍ସେଲର ଘନଶ୍ୟାମ…