ନବଉତ୍କଳ ମହିଳାସମିତି ପକ୍ଷରୁ ସିନେ ତାରକା ମିହିର ଦାସଙ୍କର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ବ୍ୟାସନଗର ସ୍ଥିତ ନବଉତ୍କଳ ମହିଳାସମିତି ପକ୍ଷରୁ ସମିତିର ଅଫିସ ଗୃହରେ ବିଶିଷ୍ଠ ବରିଷ୍ଠ ସିନେ ତାରକା ମିହିର ଦାସଙ୍କର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନବ ଉତ୍କଳ ମହିଳା ସମିତିର ଉପଦେଷ୍ଟା ଶାନ୍ତିଲତା ମାଝୀ,ସଭାନେତ୍ରୀ ଅମୁଲି…

ଚେକ୍ ଡେମ ହୋଇସାରିଛି, କେନାଲ କରିବା ଭୁଲି ଯାଇଛି।

ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣି ରେ ଭାସୁଛି, କ୍ଷୁଦ୍ରଜଳସେଚନ ବିଭାଗ ଚୁପ୍ ଚାପ୍ ରହି ଦେଖୁଛି । ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ି ପାରୁନି ପାଣି, ଅଭିଯୋଗ ରଖିଲେ ଗ୍ରାମବାସୀ । କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନାରାୟଣପୁର…

ଖୋର୍ଦ୍ଧା ପୋଲିସ ବିଭାଗ ର ଚୋରା ମାଙ୍କଡ଼ା ପଥର ଖଣି ଉପରେ ଅଚାନକ ଚଢ଼ାଉ

ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋରଧା ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡ଼ା ଖଣି ଖନନ ଉତଲନ କରୁଥିବା ସମୟରେ ଅଚାନକ ଚଢ଼ାଉ କରି ଆଠ ଗୋଟି ମାଙ୍କଡ଼ା ପଥର ବୋଝେଇ ଟ୍ରକ କୁ ଜବତ କରି ଡ୍ରାଇଭର ଙ୍କ ନାମରେ ମକଦ୍ଦମା ରୁଜୁ…

କଟକରେ ନକଲି ଟମାଟୋ ଏବଂ ଚିଲ୍ଲି ସସ ଜବତ ।।

କଟକ : କଟକରେ ଥମିବାର ଲାଗୁନି ନକଲି କାରବାର । କଟରୁ ପୁଣି ନକଲି ଜିନିଷ ଠାବ ହୋଇଛି । କଟକ ମାଲଗୋଦାମ ଅଞ୍ଚଳର ଏକ ଦୋକାନରୁ ନକଲି ସସ୍ ଜବତ ହୋଇଛି । ପ୍ରାୟ ୧୦୦ରୁ ଅଧିକ ନକଲି ସସ୍ ବୋତଲ କମିଶନରେଟ ପୋଲିସ ଜବତ କରିଛି । ସୂଚନା ଅନୁସାରେ, କଟକ ମାଲଗୋଦାମର ଏକ ଅଞ୍ଚଳର ଏକ ଦୋକାନରୁ କମିଶରେଟ…

ସୁପ୍ରସିଦ୍ଧ ପଶ୍ଚିମ ଓଡିଶାର ପାପନାଶିନୀ ନୃସିଂହନାଥ ପୀଠ

ପ୍ରବୀଣ କୁମାର ପୁରୋହିତ "କଥିତ ହୋଇଅଛିଯେ,ଏକଦା ମୂଷିକ ଦୈତ୍ୟନାମରେ ଏକ ରାକ୍ଷାସ ରହିଥିଲା । ସେ ତାର ମାତାଙ୍କୁ ଭକ୍ଷଣ କରିଥିଲା । ସେ ଭଗବାନ ଶିବଙ୍କୁ ଘୋର ତପସ୍ୟାକରିଥିଲା । ତାର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ବରଦାନ ପ୍ରାପ୍ତ ହେଲା ଯେ,ସେ କେବଳ ନରସିଂହଙ୍କ ବ୍ୟତୀତ ଆଉ…

ଚାଷୀ ସମାବେଶ ଉପରେ ପୋଲିସର ଚଢ଼ାଉ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ ; ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ପୁରିଜିଲା ଅସ୍ତରଙ୍ଗ ବ୍ଲକ ର ମାଳଦା ଗ୍ରାମରେ ଚାଲିଥିବା ଦୁଇ ଦିନିଆ ଯଥା,ଗୁରୁବାର ଓ ଶୁକ୍ରବାର ଚାଷୀ ସମିଳନୀକୁ ଅସ୍ତରଙ୍ଗ ପୋଲିସି କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ଅପରାହ୍ନରେ ବନ୍ଦ କରି ଅଛି । କୋଭିଡ଼ି ସଂକ୍ରମଣ…

ବଣେଇ ବନଖଣ୍ଡରେ ହାତୀ ଘଉଡାଉ ଥିବା ବେଳେ ହାତୀ ଆକ୍ରମଣରେ ସ୍କ୍ୱାଡର ଜଣେ ସଦସ୍ୟଙ୍କ ମୃତ୍ୟୁ।।

ରାଉରକେଲା:(ବସନ୍ତ ଜେନା): ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଅଣାୟତ୍ତ ହୋଇପଡିଛି। ଆଜି ଜିଲ୍ଲାରେ ହାତୀ ଘଉଡାଇଲା ବେଳେ ସ୍କ୍ୱାର୍ଡ ର ଜଣେ ସଦସ୍ୟଙ୍କୁ ହାତୀ କଚାଡି ମାରିଦେଇଛି। ସୂଚନା ଅନୁଯାୟୀ ବରସୁଆଁ ରେଞ୍ଜର ଭୁତୁଡ଼ା କେନସିଲା ଜଙ୍ଗଲ ରେ ହାତୀଦଳ ଥିବା ର ଖବର ପାଇ ହାତୀ ସ୍କ୍ୱାର୍ଡ…

ରାଜଗାଙ୍ଗପୁର ରେ ଗୋପାଳ କୃଷ୍ଣ ହତ୍ୟା ମାମଲାର ପର୍ଦାଫାସ।।

ଜଣେ ନାବାଳକ ସହ ୩ ଗିରଫ।। ଅର୍ଥ କାରବାରକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ରାଉରକେଲା:(ବସନ୍ତ ଜେନା):ଗତମାସ ରାଉରକେଲା ର ଜଣେ ଯୁବକଙ୍କୁ ରାଜଗାଙ୍ଗପୁର ରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ର ପର୍ଦାଫାସ କରିଛି ରାଜଗାଙ୍ଗପୁର ପୋଲିସ । ଗତ ଡିସେମ୍ବର ୨୬ ତାରିଖରେ ରାଜଗାଙ୍ଗପୁର ଥାନା…

ପ୍ରଶାସନ ଦୃଷ୍ଟିହୀନ ନା ଉଦାସୀନ !!!

ବର୍ଷା ହେଲେ ଖୋଳିଗାଁ ବାସୀଙ୍କ ଚିନ୍ତାରେ କଟୁଛିଦିନ କୋମନା/ ଭାଗିରଥି ଭୋଇ : - ନୂଆପଡା ଜିଲ୍ଲା କୋମନା ବ୍ଲକ ମିଛାପାଲି ପଂଚାୟତର ଖୋଳିଗାଁ ଗ୍ରାମବାସୀ ଏବେ ଚିନ୍ତାରେ । ବର୍ଷା ହେଲା ପରେ ରାସ୍ତା ଏବେ କାଦୁଅରେ ପଚପଚ । ଖୋଳିଗାଁ ରୁ ଚେରେଚୂଆ ୩ କିମି ପ ପଂଚାୟତ ଯିବାକୁ ହେଲେ ଏବେ ଏହି…

ସ୍ବାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜୁଗୁରୁ ସାହି ସ୍ଥିତ ପରିଚ୍ଛା ମଠ ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ…