ନୄସିଂହନାଥ ରେଞ୍ଜ ଅଧିନରେ ଶହଶହ ଗଛ କାଟି ଚୋରାଚାଲାଣ, ବନବିଭାଗ ବାବୁଙ୍କ ସମ୍ପୄକ୍ତି ନେଇ ଚର୍ଚ୍ଚା !
ପଦ୍ମପୁର- ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ନେଇ ବନବିଭାଗ ଲୋକଙ୍କୁ ସଚେତନ କରିବା ସହ ବୄକ୍ଷ ରୋପଣ ପାଇଁ ନିବେଦନ କରୁଛନ୍ତି । ବୄକ୍ଷ ରୋପଣ ଓ ସଚେତନତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଓ କାଠ ମାଫିଆଙ୍କ ସହ…