ଗାଁ ପିଲାଙ୍କ ଗହଣରେ ରଜପର୍ବ ପାଳନ କଲା “ବିପଦର ବନ୍ଧୁ” ।
ଭଞ୍ଜନଗର/ନିଲୁ ବିଷୋୟୀ : ସ୍ବେଛାସେବୀ ସଂଘଠନ ବିପଦରବନ୍ଧୁ ପକ୍ଷରୁ ଆଜି ନିଆରା ଢଙ୍ଗରେ ରଜ ପର୍ବ ପାଳିତ ହୋଇଛି । ସଂଘଠନ ର ତିରିଶ ରୁ ଉର୍ଦ୍ଧ୍ବ ଯୁବକ ଆଜି ପୂର୍ବ ପ୍ରସ୍ତୁତି କ୍ରମେ କୁଡୁତାଇ ପଞ୍ଚାୟତର ଉପାନ୍ତ ଗ୍ରାମ ବଣିଆପଲ୍ଲୀ ପହଁଞ୍ଚିଥିଲେ । ଗାଁ ପିଲାଙ୍କୁ ଏକାଠିକରି ନାଚ, ଗୀତ,…