ତିତିଲିରେ ଅନାଥ ହୋଇଥିବା କୃତି ଛାତ୍ରକୁ ପୁରସ୍କୃତ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମୟର କାଳ ଚକ୍ରରେ ତିତିଲି ମହାବାତ୍ୟା ସିନା ପିଲାମାନଙ୍କୁ ଅନାଥ କରି ଚାଲିଗଲା କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନ ପିଲାମାନଙ୍କର ଦାୟିତ୍ବ ନେବା ପାଇଁ ତିତିଲି ପରଠାରୁ ଅହରହ ଉଦ୍ୟମ ଜାରି ରଖିଛି । ତାହାର ବଡ଼ ନଜର ଦେଖିବାକୁ ମିଳିଛି ଆଜି…