ଆସନ୍ତା ନଭେମ୍ବରରେ ପାରଳାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଅଷ୍ଟମ ଓଡ଼ିଆ ଭାଷା ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା , ଭୁବନେଶ୍ୱରର ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ…

ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ (ଏଫ୍ ଆର୍ ଏ) ,୨୦୦୬ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା , ପାରଳାଖେମୁଣ୍ଡି , ଭୁବନେଶ୍ୱରର ବସୁନ୍ଧରାର ମିଳିତ ଆନୁକୂଲ୍ୟରେ ଆଜି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ (ଏଫ୍ ଆର ଏ ), ୨୦୦୬ କାର୍ଯ୍ୟାନ୍ୱୟନ ଉପରେ ଏକ…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟଠାରେ ସ୍ୱର୍ଗତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକତ ହୃଷିକେଷ ଗୌଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଗବେଷକ ପୂର୍ଣ୍ଣଚନ୍ଦ୍ର…

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ’ ସମୟ ‘ ପ୍ରତିନିଧି ସମ୍ମାନିତ l

ଅସ୍ତରଙ୍ଗ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଓ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ର ମିଳିତ ଆନୁକୂଲ୍ୟରେ ରବିବାର ଦିନ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଏକ ଭର ପୁର ସାମ୍ବାଦିକ ମାନଙ୍କ ସମାବେଶ ରେ ଦୈନିକ "ସମୟ '"ର ଅସ୍ତରଙ୍ଗ ପ୍ରତିନିଧି ଦୁଃଶାସହ ନାୟକ ଙ୍କୁ…

୧୬ ତାରିଖରେ ସହୟୋଗ ଅନୁଷ୍ଠାନର ପ୍ରତିଷ୍ଠା ଦିବସ

ପଦ୍ମପୁର:- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ସହୟୋଗ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନ ର ସମ୍ପାଦକ ତାପସ କୁମାର ନାୟକ ୧୬ ତାରିଖ ସହୟୋଗ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ…

ଛାତ୍ରଛାତ୍ରୀଙ୍କ ପାଇଁ ଅରୁଚିକର ସେଣ୍ଟ୍ରାଲ କିଚେନ୍ ମଧ୍ୟାହ୍ନ ଭୋଜନ ; ବିଦ୍ୟାଳୟରେ ରୋଷେଇ କରି ଖାଇବାକୁ ଦେବାକୁ…

ବେଲଗୁଣ୍ଠା,୧୪/୦୭,(ଶିବରାମ ଚୌଧୁରୀ )-ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ଆବଶ୍ୟକ ପୋଷଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରତି ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଇଦେଉଛନ୍ତି ଉନ୍ନତ ମାନର ମଧ୍ୟାହ୍ନ ଭୋଜନ । ଗଞ୍ଜାମ…

କୋଲାବିରାରେ ୭୭ତମ ବନମହୋତ୍ସବ: ଚଳିତ ବର୍ଷ ଲାଗିବ ୧.୭୦ ଲକ୍ଷ ଚାରା, ବ୍ୟକ୍ତିପିଛା ୧୦ଟି ଗଛ ଲଗାଇବାକୁ ବିଧାୟକଙ୍କ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବନାଞ୍ଚଳ ପକ୍ଷରୁ ସନ୍ୟାସୀପାଲି ଗ୍ରାମ ନିକଟସ୍ଥ କୋଲାବିରା ଗ୍ରାମ୍ୟ ଜଙ୍ଗଲ ପଡ଼ିଆରେ ମଙ୍ଗଳବାର ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ…

ଐତିହାସିକ କୁଲାଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଚଳିତ ବର୍ଷ ଦେଖିବାକୁ ମିଳିବ ଭିନ୍ନ ରୂପ, ରଥର ସୁରକ୍ଷା ଯାଞ୍ଚ ସହ ଜବରଦଖଲ ଉଚ୍ଛେଦ ​ ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଐତିହାସିକ କୁଲାଡ଼ ଗ୍ରାମର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ଶହ ଶହ…

ବୁଟିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ପାଳିତ ହେଲା ବନ ମହୋତ୍ସବ, ରୋପଣ ହେଲା ପ୍ରାୟ ଏକ ଶହ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରିବେଶ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ବୁଟିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ତା 14-07-2026 ମଙ୍ଗଳବାର ଦିନ ବନ ମହୋତ୍ସବ ଅତି ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି…

ଚିତ୍ରକୋଣ୍ଡାରେ ବନ ବିଭାଗକୁ ବଡ଼ ସଫଳତା।

ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏକ ପିକଅପ୍ ଭ୍ୟାନରୁ ମୂଲ୍ୟବାନ ଶିଶୁ କାଠ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏକ ପିକଅପ୍…