ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ : ବିଜୟୀ ହେଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ବହୁ ଦିନ ଅପେକ୍ଷର ଅନ୍ତ ଘଟିଛି I ସରିଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନର ଭୋଟ ଗଣତି I ଅପେକ୍ଷାର ଅନ୍ତଘଟିଲା ଓ ଫଳାଫଳ ପ୍ରକାଶ ପାଇଲା I ୧୯୮୪ ଭୋଟ ପାଇ ବିଜୟୀ ହେଲେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର I ୧୩…

ବାଲିଗୁଡା ପୌର ନିର୍ବାଚନରେ ବିଜେଡିର ବାଜିମାତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ବାଲିଗୁଡା ପୌର ନିର୍ବାଚନରେ ମୋଟ ୧୩ଟି ୱାର୍ଡରେ ୧୧ଟି ବିଜେଡି ଓ ୨ ଟିରେ କଂଗ୍ରେସ ବିଜୟ ଲାଭ କରିଛନ୍ତି I ପୌରାଧ୍ୟକ୍ଷ ଭାବରେ ଗୋବିନ୍ଦ ପ୍ରଧାନ ୩୫୦୦ ଭୋଟରେ ବିଜୟ ଲାଭ କରିଛନ୍ତି I ୧ ନମ୍ବର ୱାର୍ଡରେ କାଉନସିଲର ଅଜୟ କୁମାର ଦିଗାଳ…

ରଣପୁର ପୌରାଧ୍ୟକ୍ଷା ହେଲେ ବିଜେଡିର ରଙ୍ଗିନୀ ମହାନ୍ତି.

ସ୍ୱାଧୀନ ପ୍ରାର୍ଥୀ ମଧୁସ୍ମିତା ପ୍ରହରାଜଙ୍କ ଠାରୁ 323ଭୋଟ ରେ ବିଜୟୀ ହେଲେ ରଙ୍ଗୀନ ବିଜେଡି ହାତକୁ ଗଲା ୧୧ କାଉସିଲର, ଦୁଇଟିରେ ବିଜେପି ଓ ଦୁଇଟିରେ ସ୍ୱାଧୀନ ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ଏନଏସି ଚେୟାରମ୍ୟାନ  ଵା ପୌରାଧ୍ୟକ୍ଷା  ଭାବେ ବିଜେଡିର ରଙ୍ଗିନୀ…

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ଓ କାଶୀନଗର ଏନଏସିରେ ବିଜେଡିର ଦମଦାର ବିଜୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ ଟି ଯଥା:- ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସିର ଅଧ୍ୟକ୍ଷ ଓ ୱାର୍ଡ ସଭ୍ୟ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଘୋଷଣାରେ ବିଜେଡି ଦଳର ପ୍ରାର୍ଥୀ ମାନଙ୍କ ଦମଦାର ବିଜୟୀ ହୋଇଛି। ପାରାଳାଖେମୁଣ୍ଡି ପୌର ପରିଷଦର…

ଜଗତସିଂହପୁର ପୌରାଧ୍ୟକ୍ଷ ଭାବେ କଂଗ୍ରେସର ଅର୍ଜନା ସିଂହ ନିର୍ବାଚିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରାଧ୍ୟକ୍ଷ ପଦବୀ କଂଗ୍ରେସ ଦଳକୁ ଯାଇଛି | କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇପୂବା ଅର୍ଜନା ସିଂହ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର ପ୍ରାର୍ଥୀନୀ ରାଜଶ୍ରୀ ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଛନ୍ତି । ୪୦ ସଂଖ୍ୟା ବିଶିଷ୍ଟ ଏହି ପୌର…

ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନରେ ନିର୍ବାଚିତ ।

ପଦ୍ମପୁର(ଶାସକ ପ୍ରଶାସକ) :ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ପଦ ସବୁ ମନୋନୟନ କରା ଯାଇଥିଲା । ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ…

ବରପାଲିରେ ଚର୍ଚା : ବିଜେଡିକୁ ହରାଇଲା ବିଜେଡି

ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜେଡି ବିଧାୟିକାଙ୍କ ସମର୍ଥନ ଓ ଆଶ୍ଚର୍ଯ୍ୟଜନକ ନୀରବତା ପରାଜୟର କାରଣ !!!                                                                           ବିଜୟୀ ସ୍ୱାଧୀନ ଅଧ୍ୟକ୍ଷଙ୍କ ସହ ବିଜେଡି ବିଧାୟିକା ରୀତା ସାହୁ ବରଗଡ :- ବରଗଡ…

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେମାନେ ଓଡ଼ିଶାର ଗୌରବ-- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା…

ବରପାଲି: 11 ରୁ 10 ବିଜେଡି କାଉନସିଲର, ହେଲେ ପୌରାଧ୍ୟକ୍ଷ ସ୍ୱାଧୀନ

ବରଗଡ :- ବରଗଡ଼ ଜିଲ୍ଲା ବରପାଲି ଏନ ଏ ସି ନିର୍ବାଚନ ର ଫଳାଫଳ ଚକିତ କରିଦେଇଛି । ଏଗାର ୱାର୍ଡ ବିଶିଷ୍ଟ ଏହି ଏନ ଏ ସି ରେ 10 ଗୋଟି ୱାର୍ଡ ରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିଜୟ ହୋଇଥିବା ବେଳେ ଏନ ଏ ସି ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ…

ଭଦ୍ରକ ପୌରାଧ୍ୟକ୍ଷା ହେଲେ ସ୍ବାଧିନ ପ୍ରାର୍ଥୀନୀ ଗୁଲମୁକି

ଭଦ୍ରକ(ସୀତାକାନ୍ତ ପାଢ଼ୀ)- ସବୁ ହିସାବକୁ ଭୁଲ ପ୍ରମାଣିତ କରି ଭଦ୍ରକ ପୌରପରିଷଦର ଅଧ୍ୟକ୍ଷ ପଦ କହି କହି ହାତେଇ ନେଇଛନ୍ତି ସ୍ବାଧିନ ପାର୍ଥିନୀ ଗୁଲମୁକି ଦଲାଉଜି ହବିବ | ସମସ୍ତ ରାଜନୈତିକ ଦଳର ରାଜନୀତି ଓ ରଣନୀତିକୁ ଲାଗିଛି ଶକ୍ତ ଚଟକଣା | ଭଦ୍ରକ ପୌରପରିଷଦ ନିର୍ବାଚନ ପାଇଁ ଜେଉ ଭୋଟ…