ଆରଟିଆଇ କର୍ମକର୍ତ୍ତାଙ୍କୁ କାଶୀପୁର ତହସିଲ କାର୍ଯ୍ୟାଳୟରେ ଉପେକ୍ଷା।
କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ତହସିଲଦାର କାର୍ଯ୍ୟଳୟ ରେ କାଶୀପୁର ଜନସାଧାରଣଙ୍କୁ ନାହିଁ ନଥିବା ହୋଇରାଣ ହେଉଥିବା ସମସ୍ୟା ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହେଉଥିବାବେଳେ ଆଜି କାଶୀପୁର ସୂଚନା ଅଧିକାର କର୍ମୀ ମାନଙ୍କୁ କାର୍ଯ୍ୟାଳୟ ରେ ଉପେକ୍ଷା…