ଜାତୀୟ ଆପ୍ରେଣ୍ଟିସିପ ମେଳା ଓ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଆଇଟିଆଇ ପକ୍ଷରୁ ଭାରତ ସରକାରଙ୍କ ନୂତନ ପରିକଳ୍ପନା ବିଭିନ୍ନ ଶିଳ୍ପ ସଂସ୍ଥାରେ ଆପ୍ରେଣ୍ଟିସିପ ଭାବେ ନିଯୁକ୍ତି ପାଇଁ ଜାତୀୟ ଆପ୍ରେଣ୍ଟିସିପ ମେଳା କାର୍ଯ୍ୟକ୍ରମ…