ଶିକ୍ଷିତ ଯୁବପିଢ଼ି କୃଷି କାର୍ଯ୍ୟରେ ମନୋନିବେଶ କଲେ ହିଁ ସମାଜରେ କୃଷକଙ୍କର ସମ୍ମାନ ବଢ଼ିବ: କୃଷି ମନ୍ତ୍ରୀ

ଭୁବନେଶ୍ୱର, : ବର୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ ବୋଲି ମତ ବ୍ୟକ୍ତ…

ସାର୍ବଭୌମିକ ମାନବିକ ମୂଲ୍ୟବୋଧ ନେଇ ସୋଆରେ କର୍ମଶାଳା

ଭୁବନେଶ୍ୱର : ମାନବିକ ମୂଲ୍ୟବୋଧ ବିନା ମଣିଷର ଜୀବନ ମୂଲ୍ୟହୀନ । ପ୍ରତ୍ୟେକ ମଣିଷ ନିଜର ଦୈନନ୍ଦିନ ଜୀବନରେ ଏହାକୁ ପାଳନ କରିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ।ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍…

ଯଶିପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଜଳ ଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

ଯଶିପୁର (ଶାସକ ପ୍ରଶାସକ) -ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଯଶିପୁର ମୁଖ୍ୟ ବଜାର ନିକଟରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଠାରେ ଜଳ ଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜାମଦସାହି ସରପଞ୍ଚ ଜିତେନ୍ଦ୍ର କୁମାର ନାଏକ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ…

ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତିପୂରଣ

ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଜାରି ଭୁବନେଶ୍ୱର, - ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା କୋର ସଫେଇ କର୍ମଚାରୀଙ୍କ ପାଇଁ କ୍ଷତିପୂରଣ ମଞ୍ଜୁର ହୋଇଛିା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଥିବାବେଳେ ଏହା ଆମ ସମାଜର ସବୁଠାରୁ ସମ୍ବେଦନଶୀଳ…

ଆଇପିଏସ ସ୍ତରରେ ଅଦଳବଦଳ : ଛାବ୍ରାଙ୍କୁ ଜେଲ, ଉପାଧ୍ୟାୟଙ୍କୁ ଅଗ୍ନିଶମ-ଗୃହରକ୍ଷୀ

ସଂଜୀବଙ୍କୁ ଗୁଇନ୍ଦା, ବୋଥ୍ରାଙ୍କୁ ସିବି-ସିଆଇଡି ଆଉ ଗଜଭିୟେଙ୍କୁ ଯୋଗାଯୋଗ ଉମାଶଙ୍କର ହେଲେ ଦ୍ୱୈତନଗରୀ ଅତିରିକ୍ତ ସିପି , ନୀତିଶେଖର ଡ଼ିଆଇଜି ରାଉରକେଲା ପ୍ରତୀକ ଆସିଲେ ଭୁବନେଶ୍ୱର, ପିନାକ ଗଲେ କଟକ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଇପିଏସ୍ ସ୍ତରରେ…

ବଦଳିଲେ ବରଗଡ଼ ଏସ ପି: ରାହୁଲ ଙ୍କ ସ୍ଥାନରେ ସ୍ମିଥ ପୁରୁଷୋତ୍ତମ

ବରଗଡ଼ :- ଆଜି ରାଜ୍ୟ ସରକାର ବରିଷ୍ଠ ପୋଲିସ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ବରଗଡ଼ ର ବର୍ତ୍ତମାନ ପୋଲିସ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଙ୍କୁ ଝାରସୁଗୁଡା ଏସ୍ପି ଭାବରେ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ର ଏସପି ଦାୟିତ୍ୱରେ ଥିବା…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ କାହା ସ୍ୱାର୍ଥରେ ଚାଲିଛି ବିନା ଫଳକରେ ଲକ୍ଷ ଲକ୍ଷ ଟଙ୍କା…

ନିମ୍ନମାନର କାର୍ଯ୍ୟ ନେଇ ଭିଜିଲାନସ ତଦନ୍ତ ପାଇଁ ଦାବି ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ବିନା ଫଳକ କାର୍ଯ୍ୟସୂଚୀରେ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ…

“ମୋ ଭଉଣୀ ଚାଲିଗଲା, ତାକୁ ଟିକେ ଦେଖି ପାରିଲିନି”

ମରିଗଲା ମାନବିକତା: - ହିଟଲର ଠୁଁ ବଲିଗଲେ ବରଗଡ଼ ଡ଼ିଏଫଓ !! ଫରେଷ୍ଟରଙ୍କୁ ନିଜ ଭଉଣୀର ଶେଷ ସମୟରେ ଦେଖିବାକୁ ସୁଯୋଗ ଦେଲେ ନାହିଁ ବରଗଡ଼ ଡ଼ିଏଫଓ ବରଗଡ଼ :- ଜଣେ ଭାଇ ଆଇସିୟୁ ରେ ଭର୍ତ୍ତି ହୋଇ ଜୀବନର ଶେଷ ଲଢେ଼ଇ ଲଢ଼ୁଥିବା ଭଉଣୀକୁ ଜୀବିତ ଅବସ୍ଥାରେ ଦେଖିବା ସ୍ୱପ୍ନ ପାଲଟିଗଲା,…

ଓଡ଼ିଶାର କ୍ରୀଡ଼ା ମଡେଲ ସର୍ବୋତ୍କୃଷ୍ଟ: ଅଚ୍ୟୁତ ସାମନ୍ତ

ବିହାର ସ୍ପୋର୍ଟସ କନ୍‍କ୍ଲେଭ-୨୦୨୨ ଭୁବନେଶ୍ୱର, ୨୮ ।୪: ଓଡ଼ିଶାର କ୍ରୀଡ଼ା ମଡେଲ୍‍ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ବୋଲି କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର ବିହାର ସରକାରଙ୍କ ପକ୍ଷରୁ ପାଟନାଠାରେ ଦୁଇ ଦିନିଆ ବିହାର ସ୍ପୋର୍ଟସ…

ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡାରେ ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଉତ୍ୟକ୍ତ ଲୋକ ୫୯ନଂ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ସୂଚନା ଅନୁସାରେ ବାଲିଗୁଡାର ସର୍ବପୁରାତନ କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ଯାହା କି…