ଜିଲ୍ଲା ରେଡକ୍ରସ ତରଫ ରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରକାଶ ହାତୀ)-ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫ ରୁ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ସୁବର୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାସ ଙ୍କ ନେତୃତ୍ୱରେ ସୋନପୁର କଲେଜ ର ଏନ୍.ସି.ସି. କ୍ୟାଡଟ ତଥା ଇନ୍ଫିନିଟି ଆଥେଲେଟିକ…

ଜିଲ୍ଲା ସ୍ତରୀୟ ଵିଶ୍ୱ ରେଡ୍ କ୍ରସ୍ ଦିଵସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ସଂଗଠନ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଵିଶ୍ୱ ରେଡ୍ କ୍ରସ୍ ଦିଵସ ପାଳିତ ହୋଇଯାଇଛି l ପ୍ରଥମେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ସାରଜିନ ହେନେରି ଡୁନାଣ୍ଟ ଙ୍କ…

ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ସମୂହ ଦୀପ ଦାନ

ବାସୁଦେବପୁର/ପ୍ରତାପ ପାଢ଼ୀ - ଜାଗରଣ ମଞ୍ଚ ଏବଂ ସଦୟ ସେବା ସଂଗଠନ ମିଳିତ ସହଯୋଗ ରେ ବ୍ରାହ୍ମଣଗାଁ ଠାରେ ପୁରୀ ଜଗନ୍ନାଥ ଧାମ ସୁରକ୍ଷା ପାଇଁ ଏକ ଦୀପ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା| ସଂଗଠନ ର ସମସ୍ତ ସଦସ୍ୟ ବ୍ରାହ୍ମଣଗାଁ ମେଳଣ ପଡିଆ ଠାରୁ ବାହାରି ଦୀପ ଶୋଭାଯାତ୍ରା କରି ବ୍ରାହ୍ମଣଗାଁ…

ପ୍ରସନ୍ନ ଦେବ ସେନା ଗଠିତ

 ବାସୁଦେବପୁର/ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ସ୍ଥିତ ପ୍ରସନ୍ନ ଦେବ ମନ୍ଦିର ପ୍ରାଙ୍ଗଣ ରେ ଅନେକ ଯୁବ ସମାଜସେବୀ ମାନେ ଏକ ନୂତନ ସେବା ସଂଗଠନ ପ୍ରସନ୍ନ ଦେବ ସେନା ନାମ ରେ ଏକ ନୂତନ କମିଟି ଗଠନ କରାଯାଇଛି। ସମାଜସେବୀ ମଣି କାନ୍ତ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକ ରେ ସଭାପତି…

ଶିଆଳ ଆକ୍ରମଣ ରେ ତିନି ଆହତ

ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନୋ ୧୨ ରେ ରବିବାର ସକାଳ ସମୟ ରେ ଶିଆଳ ଆକ୍ରମଣ ରେ ବିଜେପି ନେତା ମଧୁସୂଦନ ପାଢ଼ୀ ଙ୍କ ସହ ସୁରେନ୍ଦ୍ର ସେଠୀ ଓ ନବଘନ ସାହୁ ଆହତ ହୋଇ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି। ସକାଳ ସମୟ…

ଓଡିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପହଁଚାଇବାରେ ଗୁରୁ ଦେବ ପ୍ରସାଦ ଦାସଙ୍କ ଭୂମିକା ଉଲ୍ଲେଖନୀୟ – ସୂଚନା ଓ ଲୋକ ସଂପର୍କ…

ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ତରଫରୁ 5ମ ଦେବ ପ୍ରସାଦ ଦାସ ସମ୍ମାନ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ  ଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ  5ମ ଦେବ ପ୍ରସାଦ ସମ୍ମାନ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ତରଫରୁ 5ମ ଦେବ ପ୍ରସାଦ ଦାସ ସମ୍ମାନ ଆଜି…

“ଆକାଂକ୍ଷା’ ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମର ଶବର କଲୋନୀ ଠାରେ ମାତୃ ଦିବସ ପାଳିତ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା…

ବିଶ୍ୱ ମାତୃ ଦିବସରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗତଜନନୀ ଶ୍ରୀରାଧା ରାଣୀଙ୍କ ଶ୍ରୀଚରଣେ ଶରଣ ହୋଇ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ଏବଂ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ଶ୍ରୀରାସିକରାଜ ମନ୍ଦିର (ପରିଛା ମଠ) ଠାରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ…

ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର…

ବିଶ୍ୱ ରେଡ୍‍ କ୍ରସ ଦିବସ ଅବସରରେ ୨୫ୟୁନିଟ ରକ୍ତ ସଂଗ୍ରହ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡରେ ରେଡ୍‍କ୍ରସ ଶାଖାର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚକିତ୍ସ। ଅଧିକାରୀ ଡାକ୍ତର ଲାଲ ମୋହନ…