ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର

ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)ର ହେବ ନବକଳେବର ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ଆଗାମୀ ୫ ବର୍ଷରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇବେ ଭୁବନେଶ୍ୱର (ଶାସକ…

ବିପୁଳ ପରିମାଣ ର ମହୁଲ ପୋଚ ,ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ।

ବରଗଡ଼-ଶାସକ ପ୍ରଶାସକ:ବରଗଡ଼ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଲକ୍ଷାଧିକ ଯାତ୍ରୀଙ୍କ ସମାବେଶ ରେ ନୃସିଂହ ଚତୁର୍ଦ୍ଦଶୀ ମେଳା ପାଇକମାଲ ସ୍ଥିତ ନୃସିଂହନାଥ ରେ ପ୍ରତିବର୍ଷ ବୈଶାଖ ମାସ ରେ ପାଳିତ ହୁଏ ତାକୁ ଦୃଷ୍ଟି ରେ ରଖି ପାଇକମାଲ ଅବକାରୀ ଥାନା ଅଞ୍ଚଳରେ…

ଆସ୍ଫାୟାର ହସ୍‌ପିଟାଲ ଭୁବନେଶ୍ବରରେ ଆଡ଼ଭାନ୍ସଡ଼ କର୍କଟ ରୋଗର ବିରଳ ଚିକିତ୍ସା ।

ଭୁବନେଶ୍ୱର--୭୬ବୟସ୍କ ରାୟବାବୁ କଟକର ଏକ ନସିଂହୋମ୍‌ରେ ଭୀଷଣ ପେଟ ଯନ୍ତ୍ରଣାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ରୋଗ ଅତି ଗୁରୁତର ଓ ସେ ଦେଶୀଦିନ ବଞ୍ଚିବେ ନାହିଁ ବୋଲି କହିଥିଲେ । ନିରାଶ ହୋଇ ତାଙ୍କର ସମ୍ପର୍କୀୟମାନେ ଡା : ଅମିତାଭ ଜେନାଙ୍କୁ ପରାମର୍ଶ କରି ଭୁବନେଶ୍ବର ୬ନମ୍ବର…

ଦଶପଲ୍ଲା ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ନୟାଗଡ଼(ବିଶ୍ୱଜିତ ନାୟକ) - ଆଜି ସକାଳ ୯ଘଟିକା ସମୟରେ ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ…

ଭାଲୁ ଆକ୍ରମଣରୁ ବର୍ତ୍ତିଲେ ପତ୍ନୀ; ପତି ଗୁରୁତର

ଭଞ୍ଜନଗର, :ମୁଜାଗଡ଼ ବନାଞ୍ଚଳ ଗହପଦର ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରତର ଆହତ ହୋଇଥିବା ଜଣାପଡିଛି।ଗୁରୁତର ଜଣକ ହେଲେ ଗହପଦର ଗ୍ରାମର ପ୍ରମୋଦ ଭୋଇ(୩୭)।ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ପ୍ରମୋଦ ଓ ପତ୍ନୀ ମଙ୍ଗୁଳୁ ମିଶି ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ…

୧୪ବର୍ଷ ପରେ ରାୟ, ୧୪ବର୍ଷ ସଶ୍ରମ କାରାଦଣ୍ଡ

ଏସିଡ ମାଡ଼ ଘଟଣାରେ ଦଣ୍ଡିତ ହେଲେ ଅଭିଯୁକ୍ତ ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକ ପୁର ଗାଁ ର ବହୁ ଚର୍ଚିତ ପ୍ରମୋଦିନୀ ରାଉଳଙ୍କ ଉପରକୁ ଏସିଡ ପକା ଘଟଣାର ୧୩ବର୍ଷ ପରେ ରାୟ ପ୍ରକାଶ ପାଇଛି l ଜଗତସିଂହପୁର ଜିଲ୍ଲା ଓମେନ କୋର୍ଟ ରେ ଏହି କେସ ର…

ଝଡ଼ୁଛି ପଦ୍ମ ପାଖୁଡା, ବଢୁଛି ଶଙ୍ଖ

ଜନପ୍ରିୟ ବିଜେପି ନେତା ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେରଙ୍କ ବିଜେଡିରେ ଯୋଗଦାନ ପାଟଣାଗଡ଼ରୁ ଯତୀନ୍ଦ୍ର ନନ୍ଦ,( ଶାସକ ପ୍ରଶାସକ ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବର୍ତ୍ତନର ଧାରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଜଣ ଚର୍ଚ୍ଚିତ ବିଶିଷ୍ଟ ବିଜେପି ନେତା, ବିଜେପି…

ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ଲରମ୍ଭା ପୋଲିସ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ଗଛ ଉପରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କର ଗଳିତ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ  ଲରମ୍ଭା ପୋଲିସ ଉଦ୍ଧାର କରିଥିବାର ସୂଚନା ଇତିମଧ୍ୟରେ ମିଳିଛି । ସୂଚନା ଅନୁସାରେ ଲରମ୍ଭା ପୋଲିସ କୌଣସି…

କେନ୍ଦୁଝର ଟ୍ରକ ବେପାର : ପେଟ ପୋଡି ଯାଉଛି ହେଲେ ମୁହଁରେ ଲାଜ !!

ବେଳ ଥାଉ ଥାଉ ପ୍ରଶାସନ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଦାବି କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ମୁଖ୍ୟ ବେପାର ଟ୍ରକ ପରିବହନ ବୋଲି ଦେଶ ସାରା ଜାଣନ୍ତି । ତେଣୁ ଜିଲ୍ଲାରେ ପ୍ରାୟ ସବୁ ଖଣିରୁ ଦେଶ ସାରାରୁ ଟ୍ରକ ଆସି ଲୁହା ପଥର ବୋହିଥାନ୍ତି । ତେବେ ନିୟମିତ ସୁରୁଖୁରୁରେ…

ଟ୍ରକରେ ଖଣିଜ ଦ୍ରବ୍ୟ ଚୋରି ପରେ ଏବେ ଟ୍ରେନ ରେ ଚାଲିଛି ଲୁଟ

ଯୋଡ଼ା,/ପାର୍ଥ ସାରଥୀ ଷଡ଼ଙ୍ଗୀ: ୨୦୦୯ର ଖଣି ଦୁର୍ନୀତି ସାରା ଦେଶ ରେ ସୃଷ୍ଟି କରିଥିଲା ଆଲୋଡନ। ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କରିଥିଲେ ତଦନ୍ତ। ଖଣିଜ କାରବାର ରେ ସ୍ବଚ୍ଛତା ଆଣିବା ଖଣିଜନୀତି ପାଇଁ ନିଆଯାଇଥିଲା ଆମୂଳଚୁଳ ପରିବର୍ତ୍ତନ। ଆଗ ଅପେକ୍ଷା ଖଣି ଦୁର୍ନୀତି କିଛି…