ଅମାନିଆ ମତ୍ସ୍ୟଜୀବୀଙ୍କ ଉପରେ ଲାଗୁ ହେବ କ୍ରିମିନାଲ ଆକ୍ସନ : ଏସଆରସି

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ପୂର୍ବ ପ୍ରସ୍ତୁତି ବୈଠକ ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ…

ଗଜପତି ଜିଲ୍ଲାରେ ହକି ଖେଳର ପ୍ରଦର୍ଶନ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ଖେଳର ପ୍ରଦର୍ଶନ କରାଯାଇଅଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ…

କେନ୍ଦୁଝର ସଦର ବ୍ଲକ ପରିସରରେ ଦଲାଲ ସକ୍ରିୟ : ଦିନ ଦ୍ବିପ୍ରହରେ ଠକି ନେଲେ ଟଙ୍କା ।

ବ୍ଲକ ବାବୁ ଜାଣି କାମ ନୁହଁ ତ ! କେନ୍ଦୁଝର :ଆଜି କେନ୍ଦୁଝର ସଦର ବ୍ଲକକୁ ଗୋବର୍ଦ୍ଧନ ପଂଚାୟତର କିଛି ମହିଳା ବିଧବା ଓ ମାତୃ ମଙ୍ଗଳ ଭତ୍ତା ଲାଗି ଦରଖାସ୍ତ ଦେବାକୁ ଆସିଥିଲେ । ତାଙ୍କ ପଂଚାୟତରେ ଦିନ ଦିନ ଧରି ବିଧବା ଭତ୍ତା ଦେବା ବ୍ୟବସ୍ଥା ନକରିବାରୁ ସେମାନେ ସିଧା ବ୍ଲକ ଅଫିସ ଆସିଥିଲେ ।…

ସ୍ପେଶାଲ ପରୀକ୍ଷା କରିବା ଦାବିରେ ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଦାବି ପୂରଣ ନହେଲେ ମେ ୧୪ରୁ ରାଜ୍ୟର ସମସ୍ତ ବିପିୟୁଟି, ଡିପ୍ଲୋମା କଲେଜ ବନ୍ଦ ଭୁବନେଶ୍ୱର: ଓଡ଼ିଶା ବିପିୟୁଟି ଛାତ୍ରସଂଘ ତରଫରୁ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସ୍ପେଶାଲ ପରୀକ୍ଷା କରିବାକୁ ଦାବି କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବି ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ…

“ବିରୋଧ କରିବା ପୂର୍ବରୁ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ”

ଦୋହରାଇଲେ ପିନାକୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ହାଇକୋର୍ଟ କହିଲା ପରେ କେଉଁ ଆଧାରରେ କାମ ବନ୍ଦ କଥା କହୁଛନ୍ତି ବିରୋଧୀ ? ଶୌଚାଳୟ, ଡ୍ରେନ୍ କିମ୍ବା ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍…

ରାଜ୍ୟ ରେଳ ସୁରକ୍ଷା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

ରେଳ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସଂସ୍ଥାଙ୍କ ସହ ଆଲୋଚନା ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ। କଟକ :ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ…

ଅଶାନି ବାତ୍ୟାକୁ ନଜରରେ ରଖି ପ୍ରସ୍ତୁତ ହେଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ

ଚିଲିକା ( ସେକ କୌଶର )ସମ୍ଭାବ୍ୟ ଅଶାନି ଵାତ୍ୟାର ପ୍ରଭାବରୁ ବାଣପୁର ଏନ ଏସି ଏବଂ ଏହାର ଆଖପାଖ କିପରି ରକ୍ଷଣାବେକ୍ଷଣ କରାଯିବ ଆଉ ବାତ୍ୟା ପ୍ରଭାବିତ ଅଂଚଳରେ କିପରି ଲୋକମାନଙ୍କୁ ସଵୁ ପ୍ରକାର ସାହାଯ୍ୟ କରିହେବ ସେଥିପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନଗରପାଳ ମିଟୁ ନାୟକଙ୍କ…

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର : ଆଜି ପୂର୍ବାହ୍ନ ୧୧.୩୦ ସମୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଲେ ।କ ସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକ ରେ ବିଦ୍ୟାଳ ୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ…

ଓଡ଼ିଶା ସମଗ୍ର ଶିକ୍ଷା ଅଧୀନସ୍ଥ ୫୦୫୬ ଜଣ ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକଟରଙ୍କ ମାସିକ ବେତନ ବଢ଼ିବ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ଯେ ଓଡ଼ିଶା ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ୫୦୫୬ ଜଣ ପାର୍ଟଟାଇମ୍‌ ଇନ୍‌ଷ୍ଟ୍ରକଟରଙ୍କ ମାସିକ ବେତନ ୫୫୫୫ ଟଙ୍କ।ରୁ ୭୦୦୦ ଟଙ୍କ।କୁ ବୃଦ୍ଧି କରାଯିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜଟିଳ ବ୍ୟାଧି ଲୁପସ୍‌କୁ ଚିହ୍ନଟ କରିବା ସହ ଏହାକୁ ନେଇ ଭୟଭୀତ ନହେବା ବିଷୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ଏଠାରେ ମଙ୍ଗଳବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ସମ୍ ହସ୍ପିଟାଲର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ…