ଖଇରା (ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ମିର୍ଜା ପୂର୍ ସେବା ସମବାୟ ସମିତି ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି ।ସମିତିର ସଭାପତି ସନ୍ତୋଷ କୁମାର ନାୟକ ପତାକା ଉତଳନ କରିଥିଲେ ।ତାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମିତିର ସମ୍ପାଦକ ଦେବାଶିଷ ପାଢ଼ୀ ସହଯୋଗୀ କାଳନ୍ଦୀ ପାଢ଼ୀ ଓ ସମାଜ ସେବୀ ମନୋରଞ୍ଜନ ପଣ୍ଡା,ରଘୁନାଥ ଘଡେ଼ଇ, ସମିତିର ବୋର୍ଡ ମେମ୍ୱର ଲୁଲୁ ସାମଲ,ପ୍ରଶାନ୍ତ କୁମାର ତିଆଡି,ରବୀନ୍ଦ୍ର ସାହୁ,ଦିଲୀପ କୁମାର ତ୍ରିପାଠୀ,ଜ୍ୟୋତି ପ୍ରକାଶ କର,ସୁଦାମ କୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.