ଜିନ୍ଦଲ ଭକ୍ତିବେଦାନ୍ତ ପାଠାଗାର ଏବଂ ଅଧ୍ୟୟନ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଓଡିଶାର ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଜିନ୍ଦଲ ଭକ୍ତଦେବ ପାଠାଗାର ଏବଂ ଅଧ୍ୟୟନ କେନ୍ଦ୍ର ଆଜି ଭୁବନେଶ୍ୱରରେ ଉଦଘାଟନ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି…