ଏଏମ୍ / ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଉଡାନ୍ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣରେ…

ପାରାଦ୍ଵୀପ, ମାର୍ଚ୍ଚ ୧୩, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଦ୍ୱାରା ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପଗଡ଼ଠାରେ ମାର୍ଚ୍ଚ ୯ ରୁ ୧୨ ତାରିଖ ମଧ୍ୟରେ ଆୟୋଜିତ ‘ଉଡାନ୍’ ଆନ୍ତଃ ଗ୍ରାମୀଣ କ୍ରିକେଟ୍ ପ୍ରିମିୟର ଲିଗ୍ ର ତୃତୀୟ ସଂସ୍କରଣର ଏକ…

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

କେନ୍ଦୁଝର, ୧୨.୦୩.୨୦୨୬: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଓଡ଼ିଶାର କେନ୍ଦୁଝର ଜିଲା ସ୍ଥାନୀୟ ଗଣେଶ ବଜାର, ଏସ୍ବିଆଇ ମୁଖ୍ୟ ଶାଖାର ପଛ ପାଶ୍ୱର୍ସ୍ଥ ରୋଟାରୀ କ୍ଲବ ନିକଟରେ ଖୋଲିଛି ଏହାର ନୂତନ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମସୁରକ୍ଷା ତାଲିମ ଶିବିର ଅଧ୍ଯକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇସାରିଛି । ଏହାର ଉଦ‌ଯାପନୀ ଦିବସ ଉପଲକ୍ଷେ ପ୍ରାରମ୍ଭିକ ସୂଚନା ସୁଶ୍ରୀ ମଧୁସ୍ମିତା ପ୍ରଦାନ…

ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଶୀର୍ଷକ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ସରଳ ବ୍ୟବହାର କରି ଗଜପତି ଜିଲ୍ଲାର ଜନସାଧାରଣଙ୍କୁ କିପରି ଉନ୍ନତମାନର ସେବା ଯୋଗାଇ ଦିଆଯିବ ସେ ନେଇ ଏକ ଦିନିକିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ…

ନବନିଯୁକ୍ତ ସରକାରୀ ଓକିଲ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଦିନିକିଆ କର୍ମଶାଳା

ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶବୃଦ୍ଧିକୁ ଗୁରୁତ୍ୱ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵିତୀୟ ମହଲାରେ ଥିବା ଜିଲ୍ଲା ଅଭିଯୋଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଅବକାରୀ ବିଭାଗ , ଗୃହ…

କଫ ସିରପ୍ ବିକ୍ରି ଅଭିଯୋଗରେ ୨ ଗିରଫ

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୪|୩) : - ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଳପୁର ଥାନା ଅଞ୍ଚଳର ସୁକିଲିପାହାଡ଼ ନିକଟରେ ଅବୈଧ ଭାବେ ମିଶ୍ରିତ କଫ ସିରପ ବିକ୍ରି କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜଗଦଳପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ଦିଘାଲଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ ଚଢ଼ଉ…

ତୈଳ ଓ ରନ୍ଧନ ଗ୍ୟାସ ଆବଶ୍ୟକୀୟ ଗଚ୍ଛିତ ର ନିଶ୍ଚିତତା ଉପରେ ଜରୁରୀକାଳୀନ ବୈଠକ

ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ତୈଳ ଓ ରନ୍ଧନ ଗ୍ୟାସର ଆବଶ୍ୟକୀୟ ଗଚ୍ଛିତର ନିଶ୍ଚିତତା କୁ ନେଇ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବୈଠକ ରେ କହିଥିଲେ ଯେ ବର୍ତ୍ତମାନ ସମୟ ଏକ…

ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ଅବସରରେ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ

ଜିଲ୍ଲାର ମୋଟ ୧,୧୯,୫୪୨ ଚାଷୀ ହେଲେ ଲାଭାନ୍ବିତ ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ରାଜ୍ୟର ଗୌହାଟୀ ଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୨୨ ତମ କିସ୍ତି ପ୍ରଦାନ ସମାରୋହରେ ଦେଶର ଚାଷୀଙ୍କୁ ୬୮୪ କୋଟି ଟଙ୍କା…

କୃତିମ ବୁଦ୍ଧିମତ୍ତା (AI)ସମ୍ପର୍କିତ କ୍ଷମତା ବିକାଶ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ ।

  କେନ୍ଦ୍ରାପଡ଼ା:୧୩.୦୩.(ପ୍ରଫୁଲ୍ଲ କୁମାର ମଲ୍ଲ)ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ପାଇଁ “AI Tools for Operational Excellence” ବିଷୟରେ ଏକଦିନିଆ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କର୍ମଶାଳାରେ ଓଡ଼ିଶା ସରକାରଙ୍କ…

ମାଲକାନଗିରି ଜିଲ୍ଲା ରେ ମୋବାଇଲ ଟାୱାର କେତେଟା ?

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଗତକାଲି ବିଧାନସଭାରେ ମାଲକାନଗିରି ଜିଲ୍ଲାର ମୋବାଇଲ ଟାୱାର ର ସ୍ଥିତି ନେଇ ତଥ୍ୟ ମାଗିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗିୟ ମନ୍ତ୍ରୀଙ୍କୁ ଏହାର ତଥ୍ୟ ଦେବାକୁ ସେ ଅନୁରୋଧ କରିଛନ୍ତି। ବୁଧବାର ବିଧାୟକ…