ରାଉରକେଲା ବିଧାୟକ ସାରଦା ନାୟକଙ୍କ ନିଆରା ଢଙ୍ଗରେ ପବିତ୍ର ଦୀପାବଳି ପାଳନ
ରାଉରକେଲା (ବସନ୍ତ କୁମାର ଜେନା): ଆଜି ସମଗ୍ର ରାଉରକେଲା, ପବିତ୍ର ଦୀପାବଳି ଉପଲକ୍ଷେ ଉଛବମୁଖର ହୋଇ ଘରେଘରେ ପିଠା,ମିଠା,ବାଣ ଓ ଆଲୋକରେ ଅତ୍ୟନ୍ତ ଆନନ୍ଦର ସହିତ ନିଜନିଜ ଘରେ ନିଜର ବନ୍ଧୁବାନ୍ଧବଙ୍କ ସହିତ ପାଳନ କରୁଥିବା ବେଳେ,ରାଉରକେଲା ବାସୀଙ୍କର ଅତି ପ୍ରିୟ ମାନ୍ୟବର ବିଧାୟକ ସାରଦା…