ଝାରବନ୍ଧ ବ୍ଲକରେ ନୂତନ ବିଡ଼ିଓଙ୍କର ଯୋଗଦାନ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅଫିସ ରେ ଆଜି ନୂତନ ବିଡ଼ିଓ ଭାବରେ ଶ୍ରୀ ଲୋକନାଥ ଶବର କାର୍ଯରେ ଯୋଗଦାନ କରିଛନ୍ତି । କାର୍ଯରତ ବିଡ଼ିଓ ଶ୍ରୀ ସୁନୀଲ କୁମାର ମେହେର ଆଜି ସନ୍ଧ୍ୟାରେ ଶ୍ରୀ ଶବର ଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବା ସହିତ ଦାଇତ୍ୱ ହସ୍ତାନ୍ତର କରିଛନ୍ତି । ଶ୍ରୀ…