ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯକ୍ରମ ରେ ଶିକ୍ଷକ ବଦଳି କୁ ନେଇ ଅଭିଯୋଗ

ଶିକ୍ଷକ ବଦଳିରେ ପକ୍ଷପାତିତାର ସୀମା ଅତିକ୍ରମ କରୁଛନ୍ତୁ କି ଝାରବନ୍ଧ ବିଇଓ ଚୂଡ଼ାମଣି ବାରିକ  ବରଗଡ଼ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ସୋମବାର ଦିନ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ବର୍ଗର ପ୍ରାୟ ୧୭୧ ଟି ଅଭିଯୋଗ ହୋଇଥିବା ସୂଚନା ରହିଛି । ଅଲ୍ପ…

ପାଣି ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଖଇରା (ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ପଞ୍ଚାୟତ କୁପାରୀ କମାର ସାହିର ୬୦ ବର୍ଷୀୟ ବୃଦ୍ଧ ନରହରି ନାଇକଙ୍କ ପାଖ ଗଡ଼ପୋଖରୀ ଗ୍ରାମ ନିକଟରେ ଥିବା ଏକ ପାଣି ନାଳରୁ ମୃତଦେହ ଉଦ୍ଧାର ହୋଇଛି। ନରହରି ଗତକାଲି ସନ୍ଧ୍ୟାରେ ଘରୁ କେଉଁଆଡ଼େ ଯାଇଥିଲେ। ହେଲେ ରାତିରେ ଘରକୁ…

ଆସନ୍ତା ଅଗଷ୍ଟ ୧୩ ତାରିଖରେ ରାୟଗଡ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ତା. ୧୩/୦୮/୨୦୨୨ ରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ…

ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ

ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ ମେ’ ମାସ ଶେଷ ସପ୍ତାହରେ ରକ୍ତହୀନତା ଏବଂ…

ଦରିଆ ସେପାରିରୁ ଆସିଲେ ମା, ଶିଶୁଟି ପାଇଲା ନୂଆ ଦୁନିଆ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୦ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ୫୦ ବର୍ଷୀୟ ଏକ ଅବିବାହିତା ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରାୟ ୫ ବର୍ଷ ତଳେ ଏହି ଝିଅଟିକୁ…

ସିକନ୍ଦର ଆଲାମଙ୍କ ସ୍ମୃତିରେ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକଙ୍କୁ ଅନୁପ୍ରାଣିତ କରିବ-ମୁଖ୍ୟମନ୍ତ୍ରୀ

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ ପାଳିତ ସ୍ୱନାମଧନ୍ୟ ସ୍ୱର ସାଧକ ଶ୍ରୀ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ବିଶିଷ୍ଟ ବାଦକ ଶ୍ରୀ ଅବନୀକାନ୍ତ ଦାସଙ୍କୁ ମଧ୍ୟ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ-୨୦୨୨…

କୋଷାଗୁମୁଡ଼ା ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର।

ନବରଙ୍ଗପୁର/ଅଶୋକ ସାହୁ : କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୪ ଗୋଟି ଗୋଷ୍ଠୀ ଗତ ହୋଇଥିବା…

ଡାଇରିଆ ଆକ୍ରାନ୍ତ ଗ୍ରାମରେ ପରିମଳ କାର୍ଯ୍ୟକ୍ରମ

ନବରଙ୍ଗପୁରରୁ /ଅଶୋକ ସାହୁ: ଯୁବ ସମାଜସେବୀ ସୁମିତ ପୂଜାରୀଙ୍କ ସହଯୋଗରେ ନନ୍ଦାହାଣ୍ଡି ବ୍ଲକ ପ୍ରଶାସନର ଡାଇରିଆ ଆକ୍ରାନ୍ତ ଗ୍ରାମରେ ପରିମଳ କାର୍ଯ୍ୟକ୍ରମ କରାଯାଇଛି | ଖଡ଼ିଆଗୁଡା ଗ୍ରାମ ଡାଇରିଆ ଆକ୍ରାନ୍ତ ହୋଇଥିବା ଯୋଗୁଁ ଜଳ ଓ ପରିମଳ ବିଭାଗ ନନ୍ଦାହାଣ୍ଡି ତରଫରୁ ବ୍ଲିଚିଙ୍ଗ ପାଉଡର,…

ଶ୍ରୀ ଶ୍ରୀ ବଳଦେବଜୀଉ ସେବା ସମବାୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) - ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମ ପଞ୍ଚାୟତ ବଳଦେବଜୀଉ ସେବାସମବାୟ ସମିତି ର ନବନିର୍ବାଚିତ ସଭ୍ୟ ଓ ସଭ୍ୟା ମାନଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସମବାୟ ଦୁନିଆର ବିଶିଷ୍ଟ ତଥା ପରିଚିତ ବ୍ୟକ୍ତିତ୍ୱ…

ଜଗତସିଂହପୁରଠାରେ ବିଦୁଳି ମହୋତ୍ସବ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ବଭନ ପରିସରରେ ସ୍ୱାଧୀନତା ୭୫ବର୍ଷ ପୂର୍ତ୍ତି ଆଦ୍ୟାଧିକ ଅମୃତ ମହୋତ୍ସବ ପାଳନ ଅବସରରେ ବିଜୁଳି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ…