ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତର ଜୀ-୨୦ ପ୍ରେସିଡେନ୍ସି ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚିତ ହେବ
ନୂଆଦିଲ୍ଲୀ: ୮ ନଭେମ୍ବର ୨୦୨୨ ସନ୍ଧ୍ୟା ୪:୩୦ ରେ ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜୀ-୨୦ ପ୍ରେସିଡେନ୍ସିର ଲୋଗୋ, ଥିମ୍ ଏବଂ ୱେବସାଇଟ ଉନ୍ମୋଚନ କରିବେ । ଆଗାମୀ ଜୀ-୨୦ ୨୦୨୩ ସମ୍ମିଳନୀ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ପାଇଁ ନିଜର…