ପରିବାର ବର୍ଗ ଆସିପାରିଲେନି, ଉଠିପାରିନଥିଲା ବୃଦ୍ଧାଙ୍କ ଶବ
ଖବର ପାଇ ସହାୟତା ପାଇଁ ଆଗେଇ ଆସିଲା ଓଡ଼ିଶା ମୋ ପରିବାର
ଘଟଣା ସ୍ଥଳରେ ପହଞ୍ଚି କଲେ ଶବ ସଂସ୍କାର
ଭୁବନେଶ୍ୱର : ଗତକାଲି ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ବୁଢାପଡା ପଞ୍ଚାୟତ ର ଅନନ୍ତବ୍ରହ୍ମ ପୁର ର ହାରାମଣି ଦାଶ ଅପରାହ୍ନ ୪ଘଟିକା ସମୟରେ ମୃତ୍ୟୁ ବରଣ କରିଥିଲେ | ଦୁଃଖ ର…