ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର’ ଉଠାଣ

ପଦ୍ମପୁର  :- ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୪ତମ ଲକି ଡ୍ର' ଆଜି ସନ୍ଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି କୁନିବାଳା ନାୟକ । ଏହି ଉଠାଣ କାର୍ଯ୍ୟକ୍ରମରେ ଦୁର୍ଗାଶିଷ ପଟ୍ଟନାୟକ, ରଶ୍ମିରଞ୍ଜନ ଖୁଟୁଲା, କାହ୍ନୁଚରଣ ପଟ୍ଟନାୟକ ତୁଳାରାମ ବଢ଼ିଆ ଓ ସୁଦାମ…

ରାକ୍ଷୀପୂର୍ଣିମାରେ ଗୋରୁଙ୍କୁ ଉଦ୍ଧାର କଲା ଟାଙ୍ଗୀ ପୋଲିସ।

ଖୋର୍ଦ୍ଧା (ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତିପଡା ଗ୍ରାମରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କଲା ଟାଙ୍ଗୀ ପୁଲିସ | ଗ୍ରାମ ଜଙ୍ଗଲ ଅଂଚଳରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ଖବର ପାଇଥିଲେ। ବିଳମ୍ବ ନକରି…

ଦ୍ବାଦଶ କଳା ପରୀକ୍ଷାରେ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରେକର୍ଡ ପରିମାଣ ପରୀକ୍ଷା ଫଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଚ୍ଚ ମାଧ୍ୟମିକ ପରିଷଦ ଦ୍ବାରା ପ୍ରକାଶ ପାଇଥିବା ଦ୍ଵାଦଶ କଳା ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି।କଳା ବିଭାଗରେ ୨୩୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ “ହରଘର ତ୍ରିରଙ୍ଗା”

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୫ ତମ " ଆଜାଦୀ କା ଅମୃତ ମହୋତ୍ସବ" ଉପଲକ୍ଷେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଗଜପତି ଦ୍ବାରା ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡିବା ଉପଲକ୍ଷେ ବୁଧବାର ଦିନ ୟୁଥ୍ କ୍ଲବ୍ ଡେଭେଲପମେଣ୍ଟ…

ମେଲଛାମୁଣ୍ଡା ପେକ୍ସ ବୋର୍ଡର ଶପଥ ଗ୍ରହଣ ଉତ୍ସବ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ନବନିର୍ବାଚିତ ବୋର୍ଡ ସଭ୍ୟ ସଭ୍ୟାଙ୍କ ଶପଥ ଗ୍ରହଣ ଉତ୍ସବ ବୁଧବାର ଦିନ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପେକ୍ସ ସଂପାଦକ ରାଜନାରାୟଣ ସାହୁ ନବ ନିର୍ବାଚିତ ବୋର୍ଡ ସଭାପତି ପ୍ରତ୍ୟୁଷ ରଂଜନ ଭୋଇ ଏବଂ…

ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଅଧୀନରେ ୫୦୮ ବାଳିକାଙ୍କୁ ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଆର୍ଥିକ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ତାହାର ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଅଧୀନରେ ୫୦୮ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଜଣ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ…

12ତମ ସରଜୁ ଉମା ଏକ୍ସଲେନସି ଆୱାର୍ଡ ବା ମେଧାବୀ ଛାତ୍ରଛାତ୍ରୀ ସମ୍ମାନ 2022 ଅନୁଷ୍ଠିତ

ରଣପୁର:ରଣପୁର ବ୍ଲକ ଅନ୍ତ୍ରଗତ  ଲୋଧାଚୁଆ ପଞ୍ଚାୟତ  ର ସର୍ବ ପୁରାତନ ଅନୁଷ୍ଠାନ ଦହିଖାଇ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ  12 ତମ ସରଜୁ ଉମା ମେଧାବି ଛାତ୍ର ଛାତ୍ରୀ ସଂମ୍ମାନ  ବା ଏକ୍ସଲେନସି ଆୱାର୍ଡ  2022  ଅଗଷ୍ଟ  ଦଶ ତାରିଖ ବୁଧବାର ମାଧ୍ୟାନ୍ନ 12 ଘଂଟିକା ରେ ଦହିଖାଇ ଯୁବକ ସଙ୍ଘ ପରିସରରେ…

ବରିକେଳରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ।

ପଦ୍ମପୁର-ରାଜବୋଡାସମ୍ବର ବ୍ଳକ୍ ଅନ୍ତର୍ଗତ ବରିକେଳ ଗ୍ରାମ ପଞ୍ଚାୟତ ର ଲାଳାଜୀ ଗୋପାଳଜୀ ସସ୍କୃତ ବିଦ୍ୟାଳୟ ରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି…

ଜଗତସିଂହପୁର ଜିଲ୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ କାର୍ଯ୍ୟକ୍ରମ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଗଷ୍ଟ ୧୭ ତାରିଖଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀଙ୍କ…

ସ୍ବାଧୀନତା ର ୭୫ଵର୍ଷ ଅମୃତ ମହୋତ୍ସବ ପାଳନ ସଫଳ ପାଇଁ ବୈଠକ ।

 ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ପଞ୍ଚାୟତ ସମିତି କକ୍ଷ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶକ୍ରମେ ସ୍ବାଧୀନତା ର ୭୫ଵର୍ଷ ଅମୃତ ମହୋତ୍ସବ ପାଳନ କୁ ସଫଳ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ…