ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ କମିଟି ମିଳନ

ଭଞ୍ଜନଗର, : ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଡିହପଢାଳ ହରଗୌରୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ କମିଟି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଇଛି ।ମୁଖ୍ୟ ଅତିଥି ରୂପେ ସ୍ୱାମୀ ଆତ୍ମାନନ୍ଦ ସରସ୍ବତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ବୟଂ ସେବକ…

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ସଭାପତି ଶ୍ରୀଯୁକ୍ତ ଵିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ, ରାକ୍ଷୀ ପୂର୍ଣ୍ଣିମା, ଗଙ୍ଗାଧର ମେହେର ଜୟନ୍ତୀ ଓ ବିଂଶତମ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ…

ଅନାଥ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ରକ୍ଷା ବନ୍ଧନ ପାଳନ କଲା କୋସଲ ଯୁବ ଶକ୍ତି।

ବରଗଡ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଗୋପବନ୍ଧୁ ସେବା ସଦନ,ଜନକେଡାରେ ଥିବା ଅନାଥ ତଥା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ରକ୍ଷା ବନ୍ଧନ ପାଳନ କଲା କୋସଲ ଯୁବ ଶକ୍ତି। ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ର…

ରାତିରେ ଘରକୁ ଫେରୁଥିଲେ, ହଠାତ୍‌ ଗାଏବ ହୋଇଗଲେ

ବଲାଙ୍ଗିର/ ନିରୋଜ ମିଶ୍ର : ବ୍ୟାଙ୍କ୍‌ରେ କାର୍ଯ୍ୟରତ କୃଷି ଅଧିକାରୀ ନିଖୋଜ । ନିଖୋଜ ଅଧିକାରୀ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର । ତେବେ ବଲାଙ୍ଗିର-ବରଗଡ ରାସ୍ତାର NH ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ୍ ଉପରୁ ତାଙ୍କ…

ସେବାଶ୍ରମର 95 ଜଣ ଅନ୍ତେବାସୀ ରାଖୀ ବାନ୍ଧିଲେ

 ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେଛୋଦାଦର ଗ୍ରାମରେ ରହିଛି ଏକ ସେବାଶ୍ରମ ଛାତ୍ରୀ ନିବାସ । ରାଜ୍ୟ ସରକାର ଙ୍କର ଅଧିବାସୀ ହରିଜନ ବିଭାଗ ଦ୍ଵାରା ପରିଚାଳିତ ଏହି ସେବାଶ୍ରମ ଛାତ୍ରୀ ନିବାସ ରେ ପ୍ରାୟ 95 ଜଣ ଛାତ୍ରୀ ରୁହନ୍ତି । ଆଜି ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ପାଇକମାଲ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ରୁ ବୁଟୁରାଖମାର ରାସ୍ତାରେ ଆଜି ଦିପହର ସମୟରେ ଏକ ସଡକ ଦୁର୍ଘଟଣାରେ ନିଳାମ୍ବର ସୁନା (୪୦) ନାମକ ଜଣେ ବ୍ୟକ୍ତି ଙ୍କର ମୃତ୍ୟ ହୋଇଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନିଳାମ୍ବର ଦିପହରେ ନିଜର ଜଣେ ସମ୍ପର୍କୀୟ ଙ୍କୁ…

ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ସୋଆ ଅଧିନସ୍ଥ ‘ପ୍ରାଚୀନ’…

ରାଜ୍ୟ ବାସୀ ତ୍ରିରଙ୍ଗା କିଣିବା ଦରକାର ନାହିଁ

ମିଶନ ଶକ୍ତି ଗୋଷ୍ଠୀ ମାଗଣାରେ ଜାତୀୟ ପତାକା ଯୋଗାଇଦେବେ ସରକାର ଭୁବନେଶ୍ୱର: ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି | ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି.ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି…

କ୍ରାନ୍ତି ପାଇଁ ପଂକ୍ତିଟିଏ ଦ୍ବିତୀୟ ଅର୍ଘ୍ୟରେ ସଲାମ ତ୍ରିରଙ୍ଗା ଆନ୍ତର୍ଜାତୀୟ କବିତା ଆସର

କ୍ରାନ୍ତିବୀରଙ୍କୁ ବିଶ୍ବର ବିଭିନ୍ନ କୋଣରୁ ଭାବବିହ୍ଵଳ ଶ୍ରଦ୍ଧାଞ୍ଜଳି ନୂଆଦିଲ୍ଲୀ – କ୍ରାନ୍ତି ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ କ୍ରାନ୍ତି ପାଇଁ ପଂକ୍ତିଟିଏ କାର୍ଯ୍ୟକ୍ରମରେ ସଲାମ ତ୍ରିରଙ୍ଗା କବିତା ଆସର ଆୟୋଜିତ ହୋଇଯାଇଛି|…

ପାରଳା ପୌର ପରିଷଦର ଦ୍ୱିତୀୟ ସାଧାରଣ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦର ସମ୍ମିଳନୀ କକ୍ଷ ଠାରେ ପାରଳା ପୌର ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ରହ୍ମପୁର…