ରଣପୁର ଏନ. ଏ. ସି ନଗରସଭାପତି ପିତା ଙ୍କ ଦ୍ଵାଦଶାହ କ୍ରିୟା ଅନୁଷ୍ଠିତ

ରଣପୁର/ ପ୍ରସନ୍ନ କୁମାର ସାମନ୍ତରାୟ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ନଗରସଭାପତି ଲିଙ୍ଗରାଜ ନାୟକ ଙ୍କ ପିତା ସ୍ୱର୍ଗତ କିଶୋର ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ କ୍ରିୟା ଅନୁଷ୍ଠିତ ହୋଇଯାଇଛି ସ୍ବର୍ଗତ ନାୟକ ଜଣେ ପରଉପକାରୀ ମେଳାପୀ ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଥିଲେ ସେ ଦୀର୍ଘ…

ଜଗତସିଂହପୁର ଜିଲ୍ଲାରେ ହରଘର ତ୍ରିରଙ୍ଗା ଓ ଆଜାଦି ବା ଅମୃତ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହ ଠାରେ ଜିଲ୍ଲାରେ ହରଘର ତ୍ରିରଙ୍ଗା ଓ ଆଜାଦି ବା ଅମୃତ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଅଧକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ କହିଲେ…

ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ପାଳିତ

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ସଭାଗୃହ ରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ…

ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଦ୍ୱାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ରେ ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ଦ୍ଵାର ଜାତୀୟ କୃମି ନାଶକ ଦିବସ…

ଗଙ୍ଗାଧର ମେହେର କ୍ଲବ, ମେହେର ପଡା, ସାହୁ ପଡା ଯୁବକ ସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ବେଛାକୃତ…

ପଦ୍ମପୁର : ଗଙ୍ଗାଧର ମେହେର କ୍ଲବ, ମେହେର ପଡା, ସାହୁ ପଡା ଯୁବକ ସଂଘ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ଵେଛାକୃତ ରକ୍ତଦାନ ଶିବିର,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଭୁଲିଆ ଧର୍ମଶାଳା, ମେହେର ପଡା, ପଦ୍ମପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଶିବିରକୁ ବୟୋଜୈଷ୍ଠ ସତ୍ୟାନନ୍ଦ ମେହେର…

୬୮ ବର୍ଷରେ ପାଦ ଥାପିଲେ ନେମାଳ ପଦ୍ମବନ ପୀଠ ମହନ୍ତ ମହାରାଜ ଗଗନାନନ୍ଦ ଗୋସ୍ୱାମୀ ।

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-୬୮ ବର୍ଷରେ ପଦ୍ମବନ ପୀଠର ମହନ୍ତ ମହାରାଜ ପାଦ ଥାପିବା ଅବସରରେ ଏକ ଆଧ୍ୟାତ୍ମିକ ଗୁରୁ ପୂଜନ କାର୍ଯ୍ୟକ୍ରମ ନେମାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପ୍ରସିଦ୍ଧ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ…

ମିର୍ଜାପୂର୍ ସେବା ସମବାୟ ସମିତି ରେ ଆଜାଦି କି ଅମୃତ ମହୋତ୍ସବ ପାଳିତ

ଖଇରା (ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ମିର୍ଜା ପୂର୍ ସେବା ସମବାୟ ସମିତି ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି ।ସମିତିର ସଭାପତି ସନ୍ତୋଷ କୁମାର ନାୟକ ପତାକା ଉତଳନ କରିଥିଲେ ।ତାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମିତିର…

ଲଘୁଚାପ ଜନିତ ବର୍ଷା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ସତର୍କ ସୂଚନା

ନୟାଗଡ଼ (ବିଶ୍ଵଜିତ ନାୟକ) – ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ହିରାକୁଦ ବନ୍ଧ କର୍ତ୍ତୁପକ୍ଷ ବନ୍ଧରୁ ଜଳ ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କାଲି ୧୦ଟି ଗେଟ୍ ଏବଂ ଆଜି ଆଉ ୧୦ଟି ଗେଟ୍ ସମୁଦାୟ ୨୦ଟି ଗେଟ୍ ଖୋଲା ଯାଇଅଛି । ନୟାଗଡ଼ ଜିଲ୍ଲାରେ…

ବାଘ ଶିକାରର ଫଟୋ ଉଠାଇବା ଶିକାରୀ ପାଇଁ ପଡିଲା ମହଙ୍ଗା

୫ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହେଲା ବନବିଭାଗ ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ପଞ୍ଚରିଡା ବନାଞ୍ଚଳରେ ବାଘ ଶିକାର କରି ଫଟୋ ଉଠାଇବା ଶିକାରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦିର୍ଘ ୫ବର୍ଷର ବ୍ୟବଧାନରେ ଫଟୋକୁ ମାଧ୍ୟମ କରି ବାଘ ଶିକାର…

ଘେଁସ ରେଂଜରେ ବିଶ୍ୱ ହାତୀ ଦିବସ ପାଳନ

ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ସ୍ଥିତ ବନାଂଚଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ବିଶ୍ୱ ହାତୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରେଂଜର ଗଜେନ୍ଦ୍ର କୁମାର ଏଣ୍ଡଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତାଳପଦର ମହାବିଦ୍ୟାଳୟ ଅଧ୍ୟାପକ ଉମାକାନ୍ତ ସାହୁ, ଘେଁସ…